Browsing Tag

10 lakhs medicine stores were closed

୨୪ଘଣ୍ଟିଆ ଔଷଧ ଦୋକାନ ବନ୍ଦ, ଲୋକେ ହନ୍ତସନ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜରୁରୀକାଳୀନ ସେବା ବା ୨୪ ଘଣ୍ଟିଆ ଯୋଗାଇ ଦିଆଯାଉଥିବା ସେବା ଗତକାଲି ବନ୍ଦ ରହିଥିଲା । ଗତକାଲି ସକାଳ ୬ଟାରୁ ରାଜ୍ୟର ୨୨ ହଜାର ଔଷଧ ଦୋକାନରେ ତାଲା ଝୁଲିଥିଲା । ଇ-ଫାର୍ମାସି ଓ ଅନଲାଇନରେ ଔଷଧ ବିକ୍ରିକୁ ଔଷଧ ବ୍ୟବସାୟୀ ସଂଘ ବିରୋଧ କରି ଏହି ବନ୍ଦ ଡାକରା…