ଚୀନରୁ ମିଳିଲା ଜୀବନ୍ତ କରୋନା ଭୂତାଣୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଚୀନରେ ଏକ ଜୀବନ୍ତ କରୋନା ଭୂତାଣୁ ମିଳିଛି। ଚୀନର ସ୍ୱାସ୍ଥ୍ୟ ଅଧିକାରୀ କିଙ୍ଗଦାଓ ଶହରରେ ପ୍ୟାକେଟ ଖାଦ୍ୟରେ ଜୀବନ୍ତ କରୋନା ଭୂତାଣୁର ସନ୍ଧାନ କରିଛନ୍ତି। ଚୀନ ସେଣ୍ଟର ଫର ଡିଜିଡ କଣ୍ଟ୍ରୋଲ ଏବଂ ପ୍ରିଭେନସନ( ସିଡିସି) ଶନିବାର ଏହି ଜୀବନ୍ତ ଭୂତାଣୁ ବିଷୟରେ ଅବଗତ…