Browsing Tag

ଅପରାଧ

ଭୁଆଁ ବୁଲାଉଛି ପୁଞ୍ଜିଲାଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଅଧ୍ୟାପକ ପୁଞ୍ଜିଲାଲ ମେହେର ସବୁ ପ୍ଲାନ ଏକାକୀ କରିଥିବାରୁ ଜେରା ବେଳେ ପୋଲିସ କୁ ଭୁଆଁ ବୁଲାଉଛି। ତାଙ୍କ ବିରୁଦ୍ଧରେ ସାକ୍ଷୀ ଦେବାପାଇଁ କେହିନାହାନ୍ତି । ତେଣୁ ସେ ମିଛ କହି ଖସିଯିବାକୁ ଉଦ୍ୟମ କରୁଛି। ଯାହାକି…

ଜୀବନ ସଂଗ୍ରାମ ରେ ହାରିଗଲା ସାଲେପୁର ପିଡ଼ିତା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୀର୍ଘ ୮ଦିନ ଜୀବନ ସହ ସଂଗ୍ରାମ କରିବା ପରେ ଆଜି କଟକ ବଡ଼ ମେଡିକାଲ୍‌ରେ ଆଖି ବୁଜିଲେ ୬ ବର୍ଷର ସାଲେପୁର ଦୁଷ୍କର୍ମ ପୀଡ଼ିତା। ବଡ଼ ମେଡିକାଲର ଶିଶୁ ବିଭାଗ ଟ୍ରୋମା ICUରେ ସେ ଚିକିତ୍ସାଧୀନ ଥିଲେ। ଘଟଣା କ୍ରମେ ଗତ ୨୧ ତାରିଖ ସନ୍ଧ୍ୟାରେ ନାବାଳିକା ଜଣଙ୍କ…

ନ୍ୟାୟାଳୟ ରେ ମିଳିଲା ଭୁଜାଲି ଚୋଟ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଆଜି ସକାଳୁ ସମ୍ବଲପୁର କୋର୍ଟ ପରିସରରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ନିଜ ପତ୍ନୀ, ଶିଶୁ ଓ ଶାଶୂଙ୍କୁ ଭୁଜାଲିରେ ହାଣି ରକ୍ତାକ୍ତ କରି ପକାଇଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସାଧୀନ…

ଆଇଏଏସ ଙ୍କ ନକଲି ପୁଅ ଗିରଫ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ କାଲି ୮୦ ହଜାର ଟଙ୍କା ଠକି ନେବା ଅଭିଯୋଗରେ ମଞ୍ଚେଶ୍ୱର ପୋଲିସ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ୟୁନିଟ-୯ ବାୟାବାବା ବସ୍ତିର ଅଶ୍ୱିନୀ ବେହେରା । ସେ ନିଜକୁ ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ପୁଅ ବୋଲି ପରିଚୟ ଦେଇ ଚାକିରୀ କରାଇଦେବା ନାଁ ରେ ଏହି…