ସୂର୍ଯ୍ୟ ଦେବଙ୍କୁ ଏପରି ଜଳ ଅର୍ପଣ ବେଳେ ସାବଧାନ; କରନ୍ତୁ ନାହିଁ ଏହି ଭୁଲ୍

0

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ହିନ୍ଦୁ ଧର୍ମ ଅନୁସାରେ ପଞ୍ଚଦେବ ମଧ୍ୟରୁ ଭଗବାନ ସୂର୍ଯ୍ୟ ଦେବଙ୍କୁ ପ୍ରଥମ ସ୍ଥାନ ଦିଆଜାଇ ଅଛି କାରଣ ସୂର୍ଯ୍ୟ ଦେବ ପୃଥିବୀରେ ସାକ୍ଷାତ ଦର୍ଶନ ଦେଇଥାନ୍ତି, ଅର୍ଥାତ୍ ଜୀବନ ଯାପନ କରିବା ପାଇଁ ସୂର୍ଯ୍ୟ ଦେବ ଅତ୍ୟନ୍ତ ଆବସ୍ୟକ ଅଟନ୍ତି । ଯଦି ଆପଣଙ୍କର ଯାତକରେ ସୂର୍ଯ୍ୟ ଗ୍ରହ ଠିକ୍ ସ୍ଥାନରେ ରହିଥାନ୍ତି ତାହାଲେ ରାଜପଦ ପ୍ରାପ୍ତି ହୋଇଥାଏ, ଏମିତି ବ୍ୟକ୍ତି ମାନେ ସମସ୍ତ ସ୍ଥାନରେ ସନମ୍ମାନ ପାଇଥାନ୍ତି, ଆପଣଙ୍କର ଭାଗ୍ୟରେ ସୂର୍ଯ୍ୟ ଗ୍ରହଙ୍କର ଉଚିତ୍ ସ୍ଥାନରେ ରହିବା ଅତ୍ୟନ୍ତ ଆବସ୍ୟକ ଅଟେ । ସୂର୍ଯ୍ୟ ଦେବଙ୍କୁ ଗ୍ରହ ମାନଙ୍କର ରାଜା କୁହାଯାଏ, ସୂର୍ଯ୍ୟ ଦେବଙ୍କର ଆରଧନା କରିବା ଦ୍ୱାରା ବ୍ୟକ୍ତିର ସବୁ ଅଶୁଭ ଗ୍ରହ ଶୁଭ ଗ୍ରହରେ ପରିଣତ ହୋଇଯାଏ ଏବଂ ବ୍ୟକ୍ତି କୁ ସୈଭାଗ୍ୟର ପ୍ରାପ୍ତି ହୋଇଥାଏ ସମସ୍ତ ଗ୍ରହ ଅନୁକୂଳ ହୋଇଯାନ୍ତି । ସୂର୍ଯ୍ୟ ଦେବଙ୍କୁ ପଶ୍ରନ୍ନ କରିବା ପାଇଁ ଜଳ ଅର୍ପଣ କରିବା ଉତ୍ତମ ଉପାୟ ଅଟେ ଖାସ୍ କରି ରବିବାର ଦିନ, ସେହି ଦିନ ଯେଉଁ ବ୍ୟକ୍ତି ସୂର୍ଯ୍ୟ ଦେବଙ୍କୁ ଜଳ ଚଢାଇ ଦିନର ଆରମ୍ଭ କରିଥାଏ ସେଭଳି ବ୍ୟକ୍ତି ଜୀବନରେ କେବେବି ହାରି ନଥାଏ । ସୂର୍ଯ୍ୟ ଦେବଙ୍କୁ ଜଳ ଦେବାର ମହତ୍ୱ ମହିମା ଏବଂ ଲାଭ ଶାସ୍ତ୍ର ମଧ୍ୟ ଲେଖା ଅଛି, ଶାସ୍ତ୍ର ଅନୁସାରେ ଭଗବାନ ବିଷ୍ଣ ରାମ ଅବତାର ନେଇଥିଲେ ସେହି ସମୟରେ ମଧ୍ୟ ଭଗବାନ ବିଷ୍ଣ ସୂର୍ଯ୍ୟ ଦେବଙ୍କୁ ଜଳ ଚଢାଉଥିଲେ, ସୂର୍ଯ୍ୟ ଦେବଙ୍କ ଆଶ୍ରୀବାଦ ସରୂପ ହିଁ ରାବଣର ସବୁ ପ୍ରୟାସ କୁ ବିଫଳ କରିବାରେ ଭଗବାନ ରାମ ସକ୍ଷମ ହୋଇଥିଲେ । ତେବେ ସୂର୍ଯ୍ୟ ଦେବଙ୍କୁ ଜଳ ଚଢାଇବା ସମନ୍ଧ ପୁରାଣରେ ଲେଖା ହୋଇଅଛି ଏବଂ ଏହାର ସୂଫଳ ମଧ୍ୟ ଉଲେଖ ଅଛି, ଯେଉଁ ବ୍ୟକ୍ତି ପ୍ରତେକ ରବିବାର ଦିନ ସୂର୍ଯ୍ୟ ଦେବଙ୍କର ଆରଧନା କରିଥାଏ ତାଙ୍କୁ ଜଳ ଅର୍ପଣ କରିଥାଏ ତ ସେହି ବ୍ୟକ୍ତି ଜୀବନରେ ସବୁବେଳେ ଖୁିରେ ରହିଥାଏ । ଏଭଳି ବ୍ୟକ୍ତି ମାନଙ୍କର ଅନ୍ୟକୁ ନିଜ ଆଡେ ଆକର୍ଷଣ କରିବାର କ୍ଷମତା ରହିଥାଏ, ଯମରାଜ ସୂର୍ଯ୍ୟ ଦେବଙ୍କର ପୂତ୍ର ଅଟନ୍ତି ଯେଉଁ ବ୍ୟକ୍ତି ସୂର୍ଯ୍ୟ ଦେବଙ୍କୁ ପଶ୍ରନ୍ନ କରିଥାଏ ତାହା ଦ୍ୱାରା ଯମରାଜ ମଧ୍ୟ ପଶ୍ରନ୍ନ ରହିଥାନ୍ତି । ତେବେ ଆପଣ ମାନଙ୍କରୁ କେହିଁ କେହିଁ ସକାଳୁ ଜଳ ଅର୍ପଣ କରିଥାନ୍ତି କିନ୍ତୁ ଯଦି ଆପଣ ନିୟମ ପାଳନ ନକରି ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବେ ଆପଣଙ୍କୁ ଶଭଫଳ ମିଳିବ ନାହିଁ, ତେବେ ଆଜି ଆମେ ସୂର୍ଯ୍ୟ ଦେବଙ୍କୁ ବିଧି ପୂର୍ବକ ଜଳ ଅର୍ପଣ କେମିତି କରାଯାଏ ତାହା ଆମେ ଜାଣିବା ।

ତେବେ ପ୍ରଥମେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠିବା ଦରକାର ଏବଂ ସ୍ନାନ କରିନେବେ ସୂର୍ଯ୍ୟ ଉଦୟ ହେବା ହେବା ସମୟରେ ତାୈଙ୍କ ଆଗରେ ଗୋଟେ ଦୀପ ଜାଳି ଦିଅନ୍ତୁ ଦୀପ ଜଳିବା ପାଇଁ ଆପଣ ଶୋରିସ ତେଲର ବ୍ୟବହାର କରନ୍ତୁ ତାପରେ ଆପଣଙ୍କର ମାନସ୍କାମନା ସୂର୍ଯ୍ୟ ଦେବଙ୍କ ଆଗରେ କୁହନ୍ତୁ, ତାପରେ ଗୋଟିଏ ତମ୍ବା ପାତ୍ରରେ ପୂର୍ବ ଦିଗ ଆଡକୁ ମୁହଁ କରି ସୂର୍ଯ୍ୟ ଦେବଙ୍କୁ ଜଳ ଚଢାନ୍ତୁ, ଜଳ ଅର୍ପଣ କରିବା ସମୟରେ ଓଁ ସୂର୍ଯ୍ୟାୟ ନମଃ ମନ୍ତ୍ରର ତିନିଥର ଯପ କରନ୍ତୁ । ଏବଂ ଜଳ ଅର୍ପଣ କରି ଭୂମୀଷ୍ଟ ପ୍ରଣାମ କରି ସୂର୍ଯ୍ୟ ଦେବଙ୍କ ଆଶ୍ରୀବାଦ ନିଅନ୍ତୁ । ତେବେ ଆସନ୍ତୁ ଜାଣିନେବା ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ସମୟରେ କେଉଁ କଥା ପ୍ରତି ଧ୍ୟାନ ଦେବା ଆବସ୍ୟକ, ଯଦି ଆପଣ ସୂର୍ଯ୍ୟ ଦେବଙ୍କୁ ଜଳ ଚଢାଇବା ସମୟରେ ଏହିପରି ଭୁଲ କରୁଛନ୍ତି ତ ସୂର୍ଯ୍ୟ ଦେବଙ୍କୁ ଜଳ ଚଢାଇବା ଏବଂ ନଚଢାଇବା ସମାନ କଥା ଅଟେ, ତେବା ଆସନ୍ତୁ ଜାଣିନେବା ।
ସବୁଠୁ ପ୍ରଥମ କଥା ପୂର୍ବ ଦିଗ ଆଡକୁ ମୁହଁ ରଖନ୍ତୁ ସୂର୍ଯ୍ୟ ଦେବଙ୍କୁ ସବୁବେଳେ ପୂର୍ବ ଦିଗ ଆଡକୁ ମୁହଁ କରି ଜଳ ଚଢାଇବା ଦରକାର ସବୁବେଳେ ସୂର୍ଯ୍ୟ ଙ୍କର ଦିଶା ଯେତେବେଳେ ପୂର୍ବ ଦିଗରେ ଥିବ ସେହି ସମୟରେ ହିଁ ଜଳ ଚଢାଇବାର ପ୍ରୟାସ କରିବା ଉଚିତ୍ । ଜଳ ଚଢାଇବା ସମୟରେ କିଛିବି ଜଳର ଛିଟା ଆପଣଙ୍କର ଗୋଡ ଉପରେ ନପଡିବା ଉଚିତ୍ ସବୁବେଳେ ଏହି କଥାର ଧ୍ୟାନ ରଖିବା ଉଚିତ୍ କି ଆପଣ ଯେଉଁଠାରେ ବି ଜଳ ଚଢାଉଚନ୍ତି କିନ୍ତୁ ସୂର୍ଯ୍ୟ ଦେବଙ୍କୁ ଚଢାଉଥିବା ଜଳର ଛିଟା ଯେମିତି ଆପଣଙ୍କ ଗୋଡ ଉପରେ ନପଡେ, ୟଦି ଜଳ ଚଢାଇବା ସମୟରେ ଆପଣଙ୍କ ଗୋଡ ଉପରେ ସେହି ଜଳ ପଡିଥାଏ ତ ଏହା ଅଶୁଭ ହୋଇଥାଏ ।
ଯଦି ସୂର୍ଯ୍ୟ ଦେବଙ୍କୁ ଚପଲ ପିନ୍ଧି କରି ଜଳ ଅର୍ପଣ କରନ୍ତି ତ ସୂର୍ଯ୍ୟଦେବ ଆପଣଙ୍କ ଉପରେ ଋଷ୍ଟ ହୋଇପାରନ୍ତି, ଏବଂ ଆପଣଙ୍କର ଯାହାବି କାମ ଅଟକି ରହିଛି ସେ ସବୁ କାମରେ ଆପଣ ଆଗକୁ ବଢିପାରିବେ ନାହିଁ, ଏଥିପାଇଁ ସର୍ବଦା ସୂର୍ଯ୍ୟ ଦେବଙ୍କୁ ଖାଲି ପାଦରେ ହିଁ ଜଳ ଅର୍ପଣ କରିବା ଉଚିତ୍ । ରବିବାର ଦିନ ଜଳ ଅବସ୍ୟ ଚଢାନ୍ତୁ, ଆପଣ ପ୍ରତିଦିନ ଜଳ ଚଢାନ୍ତୁ କି ନାହିଁ କିନ୍ତୁ ରବିବାର ଦିନ ଅବସ୍ୟ ଜଳ ଚଢାନ୍ତୁ, କାହିଁକି ନା ରବିବାର ଦିନ ହେଉଛି ସୂର୍ଯ୍ୟ ଦେବଙ୍କର ଦିନ ଏହି ଦିନ ଅବସ୍ୟ ହିଁ ସବୁ ବ୍ୟକ୍ତିଙ୍କୁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଉଚିତ୍ ଏହା ଦ୍ୱାରା ଯଦି ଆପଣଙ୍କର କୁଣ୍ଡଳୀ ରେ କୌଣସି ପ୍ରକାରର ସୂର୍ଯ୍ୟ ସମନ୍ଧିତ କୌଣସି ଦୋଶ ଥିବ ତ ତାହାବି ଦୂର ହୋଇ ପାରିବ ।

Leave a comment