ସୁକିନ୍ଦା ବିଧାୟକ ଙ୍କ ମଦ୍ରାସା ସ୍କୁଲ ପରିଭ୍ରମଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁକିନ୍ଦା ଗଡ଼ ପଞ୍ଚାୟତ ରେ ଥିବା ମଦ୍ରାସା ସ୍କୁଲ ଓ ମୁସଲମାନ ଭାଇମାନଙ୍କ କବର ସ୍ତାନ କୁ ଆଜି ସୁକିନ୍ଦା ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଇଂ ପ୍ରୀତିରଞ୍ଜନ ଘଡେଇ ବୁଲି ଦେଖିଛନ୍ତି । ନୂତନ ମଦ୍ରାସା ସ୍କୁଲ ଗୃହ ଓ କବର ସ୍ତାନ ପାଇଁ ବିଧାୟକ ପ୍ରୀତିରଞ୍ଜନ ଆଜି ଟଙ୍କା ମଞ୍ଜୁର କରିବା ସହ ତୁରନ୍ତ ଏହି କାମ ଆରମ୍ଭ କରିବାକୁ ସୁକିନ୍ଦା ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।