ବାଲୁକାକଳାରେ ସୁଦର୍ଶନ ପଟ୍ଟନାୟକଙ୍କ ହୋଲି ଶୁଭେଚ୍ଛା

0

ପୁରୀ : ହୋଲି ଶୁଭେଚ୍ଛା। ପୁରୀ ବେଳାଭୂମିରେ ବାଲୁକାକଳାରେ ହୋଲି ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ବାଲୁକା କଳା କରି ହୋଲିର ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସେ ରାଧାକୃଷ୍ଣଙ୍କର ଏକ ଯୁଗଳ ପ୍ରତିମୂର୍ତ୍ତି ବେଳାଭମିରେ ନିର୍ମାଣ କରିଛନ୍ତି। ହୋଲିକୁ ଆନନ୍ଦ ଓ ଉତ୍ସାହର ସହ ପାଳିବାକୁ ଓଡିଶାର ଲୋକଙ୍କୁ ନିବେଦନ କରିଛନ୍ତି । ହି ବାଲୁକାକଳାକୁ ଦେଖିବାକୁ ପର୍ଯ୍ୟଟଙ୍କ ଭିଡ଼ ଲାଗିଛି।

Leave a comment