ଶ୍ରାବଣ ମାସର ଅନ୍ତିମ ସୋମବାର କରନ୍ତୁ ଏଭଳି କାମ, ଦୂର ହୋଇଯିବ ଆପଣଙ୍କର ସମସ୍ୟା

ଶ୍ରାବଣ ମାସ ଭଗବାନ ଶିବଙ୍କୁ ଅତି ପ୍ରିୟ ଅଟେ । ଏହାର କାରଣ ଏହି ମାସରେ ସେ ମା ପାର୍ବତୀ ଙ୍କ ସହ ପୁନର୍ମିଳନ ହୋଇ ଥିଲେ । ଏହା ସହ ଏହି ମାସରେ ସବୁ ଜାଗା ଓ ସବୁ ଆଡ ଖୁବ ସୁନ୍ଦର ଦିଶେ କାରଣ ବର୍ଷା ରେ ସବୁ ଜାଗା ଧୋଇ ହେଇକି ଖୁବ ସୁନ୍ଦର ଦିଶେ ।
ଗଛ ପତ୍ର ରେ ଥିବା ସବୁ ପ୍ରକାର ଅସନା ଧୋଇ ହୋଇ ଯାଇଥାଏ । ସବୁ ଆଡ ବେସ ଆକର୍ଷିତ ଦେଖା ଯାଇଥାଏ । ଏହି ମାସରେ ଆସୁଥିବା ପ୍ରତେକ ସୋମବାର ଦିନ ଉପବାସ ରଖିକି ଆରାଧନା କରିବା ଦ୍ଵାରା ମନଇଛା ଫଳ ମିଳି ଥାଏ । ତେବେ ସବୁ ବ୍ୟକ୍ତି ଏହାକୁ କରିବା ପାଇଁ ସମର୍ଥ ନଥାନ୍ତି ।
ଯଦି ଦେଖିବା ପାଇଁ ଯିବା ତ ଏହି ମାସରେ ଆସୁଥିବା ଶେଷ ସୋମବାର ଦିନ କିଛି ଉପାୟ କରିବା ଦ୍ଵାରା ନିଜ ମନ ଇଛା ଫଳ ମିଳି ଥାଏ । ଯଦି ଆପଣ ମନ ପସନ୍ଦ ରେ ବିବାହ କରିବା ପାଇଁ ଚାହୁଁ ଛନ୍ତି । ତେବେ ଆପଣ ଏହି ମାସରେ ଆସୁଥିବା ଶେଷ ସୋମବାର ଦିନ କିଛି ଶ୍ରୀଙ୍ଗାର ଜିନିଷ ଚଢେଇବା ସହ ଜଳାଭିଷେକ କରନ୍ତୁ ଦେଖିବେ ଭଲ ପରିଣାମ ପାଇବେ । ଯଦି ଆପଣଙ୍କ ପରିବାର ରେ ଅଶାନ୍ତି ହେଉଛି ।
ତେବେ ଆପଣ ନିଶ୍ଚିତ ଭାବେ ଭଗବାନ ଙ୍କ ଆରାଧନା କରନ୍ତୁ । ଆପଣ ଏହି ଦିନ ଆସିକି ଭଗବାନ ଶିବଙ୍କ ପାଦ ତଳେ କିଛି ଅର୍ଘ୍ୟ ଦେବା ସହ ମନ୍ଦିର ସଫା କରିବା ଓ ମନ୍ଦିର ରେ ଥିବା ଗରିବ ଲୋକଙ୍କୁ ଖାଦ୍ଯ ଦାନ କରନ୍ତୁ । ଭଗବାନ ଙ୍କୁ ସବୁଜ ରଙ୍ଗର ଚୁଡି ଚଢାନ୍ତୁ । ଯଦି ଆପଣ ଅନେକ ଦିଆନରୁ ସନ୍ତାନ ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ଆପଣଙ୍କୁ ଆଜି ଯାଏ ସେହି ଖୁଶି ମିଳିନୀ ତେବେ ଆପଣ କିଛି ମିଠା ଦହି, ମହୁ ସପୁରି, କଦଳୀ, ରୂପାର ବାଂଷୁରି ଓ ଚନ୍ଦନ ଅର୍ପଣ କରନ୍ତୁ ।
ଯଦି ଆପଣଙ୍କ ଉଧାର ସମ୍ବନ୍ଧୀୟ ଓ ଭାଇ ମାନଙ୍କ ମଧ୍ୟରେ କିଛି ମତ ଭେଦ ଥାଏ ତେବେ ଆପଣ କିଛି କ୍ଷୀର ଜାତୀୟ ପଦାର୍ଥ ଦେଇକି ପୂଜା କରିବା ଆବଶ୍ୟକ ଅଟେ ଏହା ସହ ଆପଣ ଯଦି ବେଲ ପତ୍ର ଚଢେଇବେ ଏହା ମଧ୍ୟ ଭଲ ପରିଣାମ ଦେବ । ଦେଖିବେ ଆପଣ ନିଶ୍ଚିତ ଭଲ ପରିଣାମ ପାଇବେ । ଆପଣ ଯଦି ପିଲାମାନଙ୍କ ପାଇ କିଛି ଭଲ ଚିନ୍ତା କରିକି କାମ କରୁଛନ୍ତି ।
ତେବେ ଭଗବାନ ଙ୍କୁ କଦଳୀ, ହଳଦିଆ ଫୁଲ, ହଳଦୀ କିଛି କ୍ଷୀରରେ ଦେଇକି ଅର୍ପଣ କରନ୍ତୁ ଦେଖିବେ ଭଲ ପରିଣାମ ପାଇବେ । ଯଦି ଆପଙ୍କ ଗ୍ରହ ଖଣ୍ଡନ ପାଇଁ ଆପଣ ଯଦି କିଛି ପାଣିକୁ ଆଣିକି ନିଜ ଗାଧୋଇବା ଅପାଣିରେ ମିଶେଇ ଏହାକୁ ଗାଧୋଇବେ ତେବେ ଆପଣଙ୍କ ଗ୍ରହ ଦୋଷ ଖଣ୍ଡନ ହୋଇଯିବ ।