ବାତ୍ୟା ତିତଲି ଆନ୍ଧ୍ରରେ ରଚିଲା ତାଣ୍ଡବ, ୮ ମୃତ, ଦେଖନ୍ତୁ କିପରି ରଚିଛି ତାଣ୍ଡବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଲାସା ରେ ତିତଲି ସ୍ଥଳ ଭାଗ ଛୁଇଁବା ପରେ ଏହା ଓଡିଶା ପରିବର୍ତ୍ତେ ଆନ୍ଧ୍ର ମୁହାଁ ହୋଇଥିଲା । ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ, ବରୁଆ ଗାଁ ଆଦି ଅନେକ ସ୍ଥାନରେ ପ୍ରବଳ କ୍ଷୟକ୍ଷତି ହେବାସହ ୮ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ତିତଲିର ପ୍ରଭାବରେ ଘର ଭାଙ୍ଗିବା ସହ ବଡ଼ବଡ଼ ଗଛ ଉପୁଡି ପଡିଛି । ସେହିପରି ରାସ୍ତା କଡରେ ବାତ୍ୟା ପାଇଁ ରାଜରାସ୍ତାରେ ଠିଆ ହୋଇଥିବା ବଡବଡ ଟ୍ରକ ଓଲଟି ପଡ଼ିଛି ।

Leave a comment