କ୍ଷୀର, ଦହି ଆଳରେ ବିକ୍ରି ହେଉଛି ଜଳଖିଆ ଓ ମିଠା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରକୁ ରାଜ୍ୟର କରୋନା ସଂକ୍ରମଣ ହଟସ୍ପଟ କୁହାଯାଉଛି । ରାଜ୍ୟର ଅନେକ ସ୍ଥାନରେ ଲକ ଡାଉନ ନିୟମକୁ କିଛି ମାତ୍ରାରେ କୋହଳ କରାଯାଇଥିଲେ ମଧ୍ୟ ଭୁବନେଶ୍ୱର ଓ କଟକ ରେ ଲକ ଡାଉନ ନିୟମକୁ ବଳବତ୍ତର ରଖାଯାଇଛି । ମାତ୍ର ସହିଦନଗର ର ଏକ ଗାଙ୍ଗୁରାମ କ୍ଷୀର ଓ ଦହି ବିକିବାକୁ ସ୍ଥାନୀୟ ପୋଲିସ ଠାରୁ ଅନୁମତି ଆଣି ସେଠାରେ ଆଳୁଚପ, ସିଙ୍ଗଡ଼ା ଏବଂ ମିଠା ବିକ୍ରି କରୁଥିବା ଦେଖିବାକୁ ମୁଲିଛି ।

କିଛି ସ୍ଥାନୀୟବାସିନ୍ଦା ଏହା ସମ୍ୱନ୍ଧରେ ପଚାରିବାରୁ ଉକ୍ତ ଦୋକାନୀ କହୁଛି, ତାକୁ ପୋଲିସ ଅନୁମତି ପ୍ରଦାନ କରିଛି ।

Leave a comment