ଭିଜିଲାନ୍ସ ଜାଲରେ ଏସଡିପିଓ

0

ହିନ୍ଦୋଳ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦିନକୁ ଦିନ ବଢି ଚାଲିଛି ସରକାରୀ ବାବୁଙ୍କ ଲାଞ୍ଚ ନେବା । ତେଣୁ ଭିଜିଲାନ୍ସ ବିଭିନ୍ନ ସମୟରେ ଚଢଉ କରି ଲାଞ୍ଚୁଆ ଅଫିସରଙ୍କୁ କାବୁକରିବାକୁ ଚେଷ୍ଟା କରନ୍ତି । ତେବେ ଆଜି ଭିଜିଲାନ୍ସ ଜାଲରେ ହିନ୍ଦୋଳ ଏସଡିପିଓ । କାରନ୍ଦା ଛକରେ ଏସଡିପିଓ ମଳୟ ନାୟକ ଧରାପଡ଼ିଲେ ।

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ପଥରଗାଡ଼ି ଛାଡିବା ପାଇଁ ଲାଞ୍ଚ ନେଉଥିଲେ ଏସଡିପିଓ ମଳୟ ନାୟକ । ଖଣି ବ୍ୟବସାୟୀ ଦୁଃଖବନ୍ଧୁ ନାୟକଙ୍କଠୁ ଲାଞ୍ଚ ନେଉଥିଲେ ।

Leave a comment