ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନୀତି ନିର୍ଘଣ୍ଟ, ଅପରାହ୍ନ ୪ଟାରେ ରଥଟଣା ନୀତି

0

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପବିତ୍ର ରଥ ଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି । ସ୍ନାନଯାତ୍ରା, ରଥଯାତ୍ରା , ବାହୁଡା ଯାତ୍ରା ନୀତି ନିର୍ଘଣ୍ଟକୁ ପରିଚାଳନା କମିଟି ବୈଠକରେ ଅନୁମୋଦନ ।

ସ୍ନାନପୂର୍ଣ୍ଣିମା ଦିନ ଭକ୍ତଙ୍କ ଦର୍ଶନ ପାଇଁ ହୋଇଛି ବ୍ୟବସ୍ଥା । ଜୁନ ୧୪ରେ ଦେବସ୍ନାନ ପୂର୍ଣ୍ଣିମା । ସକାଳ ୯ଟା୩୦ରୁ ୧୧ଟା୩୦ ମଧ୍ୟରେ ଜଳବିଜେ ଓ ସ୍ନାନନୀତି ।

Leave a comment