ଭିଜିଲାନ୍ସ ଜାଲରେ RMC କର୍ମଚାରୀ

0

ଯାଜପୁର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଭିଜିଲାନ୍ସ ଜାଲରେ ଯାଜପୁର RMC କର୍ମଚାରୀ ଗୟାଧର ସାହୁ। ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟାଉନ ଥାନା ଅଞ୍ଚଳ ସନ୍ଥେଶ୍ୱରପୁରସ୍ଥିତ ବାସଭବନ ଏବଂ ଭଡାରେ ଦିଆଯାଇଥିବା ଘରେ ଚଢାଉ ଚାଲିଛି। ଗୟାଧର ସାହୁଙ୍କ ନାଁରେ ପୂର୍ବରୁ କୋର୍ଟରେ ଅଭିଯୋଗ ହୋଇଥିଲା।

Leave a comment