ବଢ଼ୁଛି ଖରା: କେନ୍ଦୁଝର ସବୁଠୁ ଉତ୍ତତ୍ପ ସହର

0

ଭୁବନେଶ୍ବର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ତାତି ବଢ଼ୁଛି। ଖରା ଏତେ ମାତ୍ରାରେ ହେଉଛି ଯେ, ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ତେବେ ଆଜି ଦିନ ୧୧.୩୦ ସୁଦ୍ଧା ରେକର୍ଡ ହୋଇଥିବା ଦିନ ତାପମାତ୍ରା ଜାଣି ରଖନ୍ତୁ।

କେନ୍ଦୁଝର: ୩୯.୬ ଡ଼ିଗ୍ରୀ,ଝାରସୁଗୁଡା: ୩୯.୪ ଡ଼ିଗ୍ରୀ, ସମ୍ବଲପୁର: ୩୮ ଡ଼ିଗ୍ରୀ, ଭୁବନେଶ୍ୱର: ୩୮ ଡ଼ିଗ୍ରୀ, ହୀରାକୁଦ:୩୭.୪ ଡ଼ିଗ୍ର।, ବାଲେଶ୍ୱର: ୩୭ ଡ଼ିଗ୍ର।,ଚାନ୍ଦବାଲି: ୩୭ ଡ଼ିଗ୍ରୀ, ପୁରୀ: ୩୧.୮ ଡ଼ିଗ୍ରୀ, ପାରାଦ୍ୱୀପ: ୩୦.୮ ଡ଼ିଗ୍ରୀ, ଗୋପାଳପୁର: ୨୯.୮ ଡ଼ିଗ୍ରୀ ରହିଛି। କେନ୍ଦୁଝର ସବୁଠୁ ଅଧିକ ଉତ୍ତତ୍ପ ସହର ରହିଛି। ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ଆଗକୁ ମଧ୍ୟ ଆହୁରି ଖରା ବଢ଼ିବ ବୋଲି ଜଣାପଡିଛି।

Leave a comment

You cannot copy content of this page