ଦୁର୍ଘଟଣା ରେ ସାମ୍ବାଦିକ ଙ୍କ ମୃତ୍ୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଉରକେଲା କୁଆଁରମୁଣ୍ଡା ସମାଜ ଖବର କାଗଜ ର ସାମ୍ବାଦିକ ସଞ୍ଜୟ ରାଉଳ (୪୨)ଙ୍କର ରବିବାର ସକାଳେ ସଡକ ଦୁର୍ଘଟଣାରେ ମୁତ୍ଯୁ ଘଟିଛି । ଗୁରୁତର ଅବସ୍ଥାରେ ତାଙ୍କର ୧୨ବର୍ଷର ଝିଅ ମୃତ୍ଯୁ ସହ ସଂଗ୍ରାମ କରୁଛି । ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ସଞ୍ଜୟ ଙ୍କ ଆତ୍ମା ର ସତଗତି ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରିବା ସହ ଭୁବନେଶ୍ୱର ସାମ୍ବାଦିକ ସଙ୍ଘର ସଭାପତି ପ୍ରତାପ ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି।

Leave a comment