ହଟିଲା କଟକଣା, ପୁରୀ ସ୍ୱର୍ଗଦ୍ୱାରରେ ହୋଇପାରିବ ଶବଦାହ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପୁରୀ ସ୍ୱର୍ଗଦ୍ୱାରରେ ହୋଇପାରିବ ଶବଦାହ ଆଜିଠାରୁ ସ୍ୱର୍ଗଦ୍ୱାରର କଟକଣାକୁ ହଟାଇଛି ପ୍ରଶାସନ। ଏହି ପ୍ରସଙ୍ଗରେ ଜିଲ୍ଲାପାଳ କହିଛନ୍ତି ଯେ, ‘ବାହାର ଜିଲ୍ଲା ଲୋକଙ୍କ ଶେଷକୃତ୍ୟ ପାଇଁ ଥିବା କଟକଣା ହଟିଛି। ଏବେ ଅନ୍ୟ ଜିଲ୍ଲାର ଲୋକଙ୍କ ଶେଷକୃତ୍ୟ ସ୍ୱର୍ଗଦ୍ୱାରେ ହୋଇପାରିବ। କିନ୍ତୁ କରୋନାରୁ ମୃତ୍ୟୁ ହୋଇଥିଲେ କଟକଣା ରହିବ।’ ତେବେ ସ୍ୱର୍ଗଦ୍ୱାରରେ ଜୁଲାଇ ମାସରୁ କଟକଣା ଲାଗିଥିଲା।

Leave a comment