ଲୋକସଭା ଆମର ବିଧାନସଭା ତମର, ଦେଖନ୍ତୁ ଭିଡ଼ିଓ

ଲୋକସଭା ଆମର ବିଧାନସଭା ତମରରା, ଜନୀତିରେ ପୁରୀ ଫ୍ୟାକ୍ଟର
କିଏ କାହାକୁ ଚକ୍ମା ଦେବ, ପୁରୀରେ ଆଗରୁ ଫିକ୍ସି ହୋଇଛି କି ସିଟ୍ ଭାଗବଣ୍ଟାଲୋ, କସଭା ଆମର ବିଧାନସଭା ତମର ।
ନବୀନ ପଟ୍ଟନାୟକ ଆଗାମୀ ନିର୍ବାଚନରେ ହିଞ୍ଜିଳି ବ୍ୟତୀତ ପୁରୀକୁ ବାଛିପାରନ୍ତି। ପରିକ୍ରମା ପ୍ରକଳ୍ପ କାମ ଜୋରସୋରରେ ଚାଲିଥିବା ବେଳେ ଡିସେମ୍ବରରେ ଶେଷ ହେବ ବୋଲି ଆଶା କରାଯାଉଛି। ପୁରୀରେ ଆହୁରି ଅନେକ ଭିତ୍ତିଭୂମି କାମ ଚାଲିଛି। ସେହିପରି ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି, ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିଛନ୍ତି। ପୁରୀ ସବୁବେଳେ ବିଜେଡି ଫୋକସରେ ରହିଛି।