ପୁରୀ ବଡଦାଣ୍ଡରେ ହଣାକଟା ଘଟଣା, ୯ ଜଣ ଗିରଫ

0

ପୁରୀ ହଣାକଟା ମାମଲାରେ ୯ ଗିରଫ । ମାର୍କେଟ ଛକରେ ହୋଇଥିବା ହଣାକଟା ମାମଲାରେ ପୋଲିସ ୯ ଜଣଙ୍କୁ ଗିରଫ କରିଛି । ଗିରଫ ୯ ଜଣ ହିଁ ପୂରା ମାମଲାରେ ସମ୍ପୃକ୍ତ ଥିବା ପୋଲିସ ପ୍ରେସମିଟରେ ସୂଚନା ଦେଇଛି । ଗୋଟିଏ ପକ୍ଷର ୩ ଜଣ ଏବଂ ଏନ୍ୟ ପକ୍ଷର ୬ ଜଣଙ୍କୁ ପୋଲିସ ଗରିଫ କରିଛି । ସମସ୍ତଙ୍କୁ ବର୍ତ୍ତମାନ କୋର୍ଟଚାଲାଣ କରାଯାଇଛି । ପୂର୍ବ ଶତ୍ରୁତାରୁ ଏହି ଗୋଷ୍ଠୀ ସଂଘର୍ଷ ଘଟିଥିବା ଜଣାପଡିଛି ।

Leave a comment

You cannot copy content of this page