ହସ୍ପିଟାଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ହଠାତ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ମଙ୍ଗଳବାର ରାତିରେ ଅହମ୍ମଦାବାଦରେ ଥିବା ୟୁଏନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ରିପୋର୍ଟ ମୁତାବକ ଏବେ ତାଙ୍କର ରୁଟିନ ଚେକଅପ୍ ଚାଲିଛି I

ସୂଚନା ଥାଉକି ପ୍ରଧାମନ୍ତ୍ରୀ ମୋଦି ଗୁଜରାଟ ନିର୍ବାଚନ ବେଳେ ମତଦାନ କରିବାକୁ ଯାଇଥିଲେ । ସେତେବେଳେ ତାଙ୍କ ମା’ ଙ୍କୁ ଭେଟି ଆଶୀର୍ବାଦ ନେବାର ଫୋଟୋ ଭାଇରଲ ହୋଇଥିଲା l

Leave a comment