ପିଆଇ ଏକ ବିକଳ୍ପ ଅର୍ଥନୀତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ସ୍ଥିତ ରମାଦେବୀ ବିଶ୍ୱବିଦ୍ୟାଳୟ ନିକଟସ୍ଥ (ଶ୍ରୀ ଶ୍ରୀ ଆଖଣ୍ଡଳମଣି ମନ୍ଦିର ଗ୍ରିଡକୋ କଲୋନି ଭୋଇନଗର) ସଭାଗୃହ ଠାରେ ଓଡିଶାର ପ୍ରତ୍ୟେକ ଜିଲ୍ଲାରୁ ଆସିଥିବା ପିଆଇର ଅଗ୍ରଣୀ ନେତୃ ମଣ୍ଡଳୀମାନଙ୍କୁ ନେଇ ପ୍ରଚଳିତ ଅର୍ଥନୈତିକ ବ୍ୟବସ୍ଥାର ସଂଙ୍କଟ, କ୍ରିପଟୋ କରେନ୍ସିର ଭୁମିକା ବିକଳ୍ପ ଅର୍ଥନୀତି ଭାବେ Pi (22/7) ଭଳି ଏକ Global Digital Stable Utility Currency ଯାହାର ନିର୍ଦ୍ଧାରିତ ମୂଲ୍ୟ $ 314159 ଡଲାର (ବ୍ଲକ ଚେନ ଦ୍ୱାରା ମାନ୍ୟତା ପ୍ରାପ୍ତଏବଂ ଆଦୃତ) ଉଭା ହେବାର ଆବଶ୍ୟକତା ଏବଂ ସାରା ଦୁନିଆଁର ପ୍ରତ୍ୟେକ ଶ୍ରେଣୀର ମାନବ ପାଇଁ ସର୍ବଶ୍ରେଷ୍ଠ ବିକଳ୍ପ ସଂପର୍କରେ ଏକ ଆଲୋଚନା ଚକ୍ର ହୋଇଯାଇଅଛି ।

ଉକ୍ତ ସଭାରେ ଭିଡିଓ କନଫରରେନ୍ସି ଜରିଆରେ ପିଆଇର ଜାତୀୟ ଆମ୍ବାସଡର ଶ୍ରୀ୍ଯୁକ୍ତ ଆଇଜାକ ବିଷ୍ଟର ତାଙ୍କ ବ୍ୟକ୍ତବରେ ପିଆଇର ପ୍ରତିଷ୍ଠାତା ଆମେରିକାର ନିକୋଲାସ କୋକାଲିସ ଏବଂ ତାଙ୍କ ସହଧର୍ମିଣୀ ତଥା ସାରା ଦୁନିଆଁର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରୁ ନାମିଦାମୀ ଜ୍ଞାନୀ ପ୍ରଫେସରମାନଙ୍କୁ ନେଇ ଏକ Nonprofit able Organization ମାଧ୍ୟମରେ ଏକ କୋର ଟିମ ଗଠନ କରି ପିଆଇ ଭଳି ଏକ ଅଦଭୁତ ପ୍ରୋଜେକ୍ଟ ଯାହା ମାଧ୍ୟମରେ ସାରା ଦୁନିଆଁର ପ୍ରତିଟି ମଣିଷକୁ ଗୋଲାମିରୁ ମୁକ୍ତ କରି ପିଆଇର ମାଲିକ ବନେଇବାର ଯେଉଁ ପୟାସକୁ ଭୁୟିଅଂଶି ପ୍ରଶଂସା କରିଛନ୍ତି । ଜାତୀୟ ଜି. ସି ଭି. ଆମ୍ବାସଡର ଶ୍ରୀଯୁକ୍ତ ରମେଶ ସେଠି ପିଆଇର ମୂଲ୍ୟ $ 314159 ର ସଂପର୍କ ରେ ଆଲୋକପାତ କରିଥିଲେ । ଆହୁରି ମଧ୍ୟ ପିଆଇର ଜାତୀୟ ଏଜୁକେସନାଲ ଡାଇରେକ୍ଟର ଶ୍ରୀଯୁକ୍ତ ଏମ ଏସ ଡିଙ୍ଗରା ଦୁନିଆଁର ପ୍ରତିଟି ମଣିଷ ପାଇଁ ପିଆଇର ଆବ୍ୟଶକତା ନିହାତି ଜରୁରୀ ସଂପର୍କରେ ଆଲୋଚନା କରିଥିଲେ ।

ଓଡିଶା ଇକୋ ସିଷ୍ଟମ ଗ୍ରୁପ ଆମ୍ବାସଡର ଶ୍ରୀଯୁକ୍ତ ଲଳିତ ମୋହନ ବିପ୍ର ଆଗାମୀ ଦିନରେ ପିଆଇ ଏକ ବିନିମୟ ମୁଦ୍ରା ପାଇଁ ମର୍ଚାଣ୍ଡ ମାନଙ୍କର ଜରୁରୀ ଆବ୍ୟଶକତା ଏବଂ ଗ୍ଲୋବାଲ ମ୍ୟାପରେ ତାଙ୍କର ପ୍ରତିଷ୍ଠାନକୁ ରେଜିଷ୍ଟେସନ କରି ତାଙ୍କ ବ୍ୟବସାୟୀଙ୍କୁ ଆଗାମୀ ଦିନରେ ବହୁ ଗୁଣିତ କରିବା ସହିତ ଓଡିଶା ବାସୀଙ୍କୁ ସହଯୋଗିତାର ହାତ ବଢାଇବା ପାଇଁ ନିବେଦନ କରିଥିଲେ । ଓଡିଶାର ଜି.ସି.ଭି ଇକୋ ସିଷ୍ଟମ ତରଫରୁ ଆଲୋଚନା ଚକ୍ରର ସଂଯୋଜକ ଶ୍ରୀଯୁକ୍ତ ଅଭିମନ୍ୟୁ ମଲ୍ଲୀକ ତାଙ୍କ ଅଭିଭାଷଣରେ ସମାଜର ଶେଷ ଧାଡିରେ ଥିବା ମଣିଷର ମାନସିକତା WEB 2 ପ୍ରଚଳିତ ବ୍ୟବସ୍ଥାରେ ଥିବା ଦୁଃଖ, ଯନ୍ତ୍ରଣା, ଦମନ, ଅତ୍ୟାଚାର ଏବଂ ଅସମ୍ମାନରୁ ମୁକ୍ତି ପାଇବା ପାଇଁ ପିଆଇ ଭଳି ଏକ ଅଦଭୁତ ଐ୍ୟତିହାସିକ ନୁଆ ଦୁନିଆଁର ହତାସ ପରିବର୍ତେ ଆଶାର ଆଲୋକ ସ୍ୱପ୍ନ ଦେଖିବା ପାଇଁ ପିଆଇ ଏକ ବିକଳ୍ପ ଅର୍ଥନୀତି ଭାବରେ ଆପଣେଇବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଆହୁରି ମଧ୍ୟ ପ୍ରାକୃତିକ ନିୟମ ଆଧାରରେ ଏକ ସମତା ସମାଜର ସ୍ୱପ୍ନ ନିଶ୍ଚିତ ପୁରଣ ହେବାର ଦୃଢକ୍ତି ପ୍ରକାଶ କରିଥିଲେ ।

Leave a comment