ନବୀନ ନିବସରୁ କାହାକୁ ଆସିଲା ଫୋନ କଲ, କିଏ ହେଲେ ବିଦା ପଢ଼ନ୍ତୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାହାକୁ ମିଳିବ ମନ୍ତ୍ରୀ ପଦ । କିଏ ହରାଇବ ପାୱାର । ଏହା ଚିନ୍ତା କରି କରି ବିଧାୟକଙ୍କ ରକ୍ତ ଚାପ ବଢ଼ିବାରେ ଲାଗିଛି । ଏହି ସମୟରେ ନବୀନ ନିବାସରୁ କିଛି ବିଧାୟକଙ୍କ ପାଖକୁ ଫୋନକଲ ଯାଇଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ସେମାନେ ହେଲେ:

୧. ନବ କିଶୋର ଦାସ
୨. ରଣେନ୍ଦ୍ର ପ୍ରତାପ ସ୍ୱାଇଁ
୩. ସମୀର ରଞ୍ଜନ ଦାଶ
୪. ଅଶୋକ ଚନ୍ଦ୍ର ପଣ୍ଡା
୫. ଟୁକୁନି ସାହୁ
୬. ପ୍ରତାପ ଦେବ
୭. ଅତନୁ ସବ୍ୟସାଚୀ
୮. ପ୍ରଶାନ୍ତ ମୁଦୁଲି
୯. ରୋହିତ ପୂଜାରୀ
୧୦. ରାଜେନ୍ଦ୍ର ଢୋଲକିଆ
୧୧. ପ୍ରମିଳା ମଲ୍ଲିକ
୧୨. ଶ୍ରୀକାନ୍ତ ସାହୁ
୧୩. ଅଶ୍ୱିନୀ ପାତ୍ର
୧୪. ରିତା ସାହୁ
୧୫. ଉଷା ଦେବୀ
୧୬. ପ୍ରଫୁଲ୍ଲ କୁମାର ମଲ୍ଲିକ
୧୭. ନିରଞ୍ଜନ ପୂଜାରୀ
୧୮. ପ୍ରୀତି ରଞ୍ଜନ ଘଡେଇ
୧୯. ପ୍ରଦୀପ ଅମାତ

ବିଦା ହେଲେ ବିବାଦୀୟ:

୧. କ୍ୟାପଟେନ ଦିବ୍ୟଶଙ୍କର
୨. ଅରୁଣ କୁମାର ସାହୁ
୩. ସୁଶାନ୍ତ ସିଂହ
୪. ପ୍ରେମାନନ୍ଦ ନାୟକ
୫. ଜ୍ୟୋତିପ୍ରକାଶ ପାଣିଗ୍ରାହୀ
୬. ପଦ୍ମିନୀ ଦିଆନ
୭. ଜଗନ୍ନାଥ ସାରକା
୮. ପ୍ରତାପ ଜେନା
୯. ପଦ୍ମନାଭ ବେହେରା

Leave a comment