ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୩୯୨ଟି ବିଭିନ୍ନ ପଦପଦବି ପାଇଁ ଏହି ବିଜ୍ଞପ୍ତି ପ୍ରକାଶ କରିଛି ଓପିଏସସି। ୩୯୨ ପଦବିରୁ ୧୨୮ଟି ପଦବି ପାଇଁ ସଂରକ୍ଷିତ ରହିଛି। ଆଶାୟୀ ପ୍ରାର୍ଥୀମାନେ ଫେବୃଆରୀ ୧୨ ତାରିଖରୁ ଆବେଦନ କରିବା ପାରିବେ। ଫେବୃଆରୀ ୧୮ ଆବେଦନର ଶେଷ ତାରିଖ ରହିଛି। ରାଜ୍ୟରେ ୫ଟି ଜୋନରେ ଏହି ପରୀକ୍ଷା ହେବ। ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଏବଂ ସମ୍ୱଲପୁରରେ ପରୀକ୍ଷା କେନ୍ଦ୍ର ରହିଛି।

Leave a comment

You cannot copy content of this page