ଓଜେଇଇ ପଞ୍ଜୀକରଣ ୩୦କୁ ବୃଦ୍ଧି

0

ଭୁବନେଶ୍ୱର : ୨୦୨୨ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଆବେଦନ ପ୍ରକ୍ରିୟା ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଛାତ୍ରଛାତ୍ରୀମାନେ ଓଜେଇଇର ୱେସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ ।

ଜୁନ୍ ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଓଜେଇଇ ଅନୁଷ୍ଠିତ ଶେଷ ସପ୍ତାହରୁ ସେମାନଙ୍କର ଆଡମିଟ୍ କାର୍ଡ ଓଜେଇଇ ୱେବସାଇଟରୁ ଡାଉନଲୋଡ୍ କରିବେ । ଶେଷ ତାରିଖ ପର୍ଯ୍ୟନ୍ତ ଅପେକ୍ଷା ନକରି ଯଥାଶୀଘ୍ର ଫର୍ମ ଆବେଦନ ପୂରଣ କରିବାକୁ ଓଜେଇଇ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Leave a comment