ବ୍ଲାକମେଲର ଶେଷ କାର୍ଡ ଖେଳୁଛନ୍ତି.. ଦେଖନ୍ତୁ ଭିଡ଼ିଓ

0

କ୍ଳାନ୍ତ ହୋଇଛି ଶରୀର
ଘୃଣାରେ ଜଳୁଛି ଦେହ
ବ୍ଲାକମେଲର ଶେଷ card ଖେଳୁଛନ୍ତି…

ବରିଷ୍ଠ କିଗ୍ରେସ ନେତା ନରସିଂହ ମିଶ୍ର ଥକି ଯାଇଛନ୍ତି। ଆଉ ପାରୁ ନାହାଁନ୍ତି। ଜୀଵନ ର ଶେଷ କାର୍ଡ ଖେଳିଛନ୍ତି।
ତା ପୃଣି ଘୃଣାରୁ ସୃଷ୍ଟି।
ଦର୍ଶକବନ୍ଧୁ, ଲୋୟର ସୁକତେଲ ପ୍ରକଳ୍ପ ନବୀନ କରିବା ପରେ ବିରୋଧୀଙ୍କ ରାଜନୀତି ଶେଷ ହୋଇ ଯାଇଛି।
ନିପାଣିଆ ବଲାଙ୍ଗୀର ସହରରେ ପିଇବା ପାଣିର ଯେଉଁ ଫୁଆର ସୃଷ୍ଟି ହେବ, ତା ଭାବି ନରସିଂହ ନିସ୍ତେଜ ହୋଇଛନ୍ତି।
ବହୁ ଦିନର ଦାବି ଥିଲା ଲୋୟର ସୁକତେଲ।
ସେହିପରି ସମ୍ବଲପୁର ବୁର୍ଲା ରେ ମେଡିକାଲ କଲେଜ ଅଛି ବଲାଙ୍ଗୀର ରେ କାହିଁ କହି କେତେଦିନ ରାଜନୀତି କଲେ ନରସିଂହ।
ମାତ୍ର ଭୀମଭୋଇ ମେଡିକାଲ କଲେଜ କରି ନବୀନ ସେ କାର୍ଡ ବି ଛଡେଇ ଦେଲେ।
ଏହା ବାଦ ବଲାଙ୍ଗୀର ସହରକୁ ନବୀନ ଯେପରି ସୁନ୍ଦର କଲେ ତା ହତୋତ୍ସାହିତ କଲା। ବଲାଙ୍ଗୀର ଜିଲ୍ଲାର ସବୁ ମନ୍ଦିର ସୁନ୍ଦର କରି ନବୀନ ନରସିଂହଙ୍କର ଭୋଟ ବ୍ୟାଙ୍କ ଛଡେଇ ନେଲେ।
ନରସିଂହ ଏ ବିକାଶର ରାଜନୀତି ସହ ପରିଚିତ ନଥିଲେ।
ଅଭିଯୋଗ ହୁଏ ତାଙ୍କ ରାଜନୀତି ଥିଲା ବ୍ଲାକମେଲିଙ୍ଗର।
ଲୁଲୁଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ସେ ପାଜେରୋ case ବିଧାନସଭା ରେ ଚାପିଥିଲେ।
ଖଣି case ଦିନୁଟିଏ ଉଠାଇ ନୀରବ ରହିବାଇ କାରଣ କଣ ଥିଲା????

Leave a comment