ପାଣ୍ଡିଆନଙ୍କ ଝଟକାରେ ହଜିଗଲେ ସୁନୀଲ ବଂଶଲ,ଦେଖନ୍ତୁ ଭିଡ଼ିଓ

0

ପାଣ୍ଡିଆନଙ୍କ ଝଟକାରେ ହଜିଗଲେ ସୁନୀଲ ବଂଶଲ,କୁଆଡେ ଗଲେ ବିଜେପି ପ୍ରଭାରୀ ସୁନୀଲ ବଂଶଲ,ପାଣ୍ଡିଆନଙ୍କ ଝଟକାରେ ବଂଶଲ ଗୟାବ।

ବଜେପି ନେତା ନା ବଂଶଲଙ୍କୁ ଖୋଜୁଛନ୍ତି ନା ସେ ଓଡ଼ିଶା ଆସୁଛନ୍ତି

ଓଡ଼ିଶା ବିଜେପି କୁ ଭଗବାନ ଭରସା, ବିଜେପି-ବିଜେଡି ସାଣ୍ଠ ଗାଣ୍ଠ ଦେଖି ଫେରାର ବଂଶଲ, ଓଡ଼ିଶା ପ୍ରଭାରୀ ପଦରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ।

ଓଡ଼ିଶା ବିଜେପି କୁ ସୁଦୃଢ କରିବାକୁ ସୁନୀଲ ବଂଶଲଙ୍କ ପରି ଉତ୍ତମ ସଙ୍ଗଠକ ଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଥିଲା । ସେ ସମୟରେ ଅନେକ କଳ୍ପନା ଜଳ୍ପନା ଚାଲିଥିଲା । ଆଗାମୀ ନିର୍ବାଚନ ରେ ବିଜେପି ସରକାର ଗଢ଼ିବ । ଯଦି ବି ସରକାର ଗଠନ କରିବାକୁ ସକ୍ଷମ ନହେଲା ତ କଡା ଟକ୍କର ନିଶ୍ଚୟ ଦେବ । କିନ୍ତୁ ଫୁଲ ଜୋସ ରେ ଥିବା ସୁନୀଲ ବଂଶଲ ଙ୍କୁ କଣ ଜଣାଥିଲା ଏଠି ବିଜେପି-ବିଜେଡି ସାଣ୍ଠ ଗାଣ୍ଠ ଅଛି । ସବୁ କେନ୍ଦ୍ରରୁ ସେଟ ହେଉଛି । ସେ ବା କାହିଁକି ବିଜେଡି କୁ ଟାର୍ଗେଟ କରି ଲୋକହସା ହେବେ । ତେଣୁ କାହାକୁ କିଛି ସୂଚନା ନଦେଇ ପ୍ରଭାରୀ ପଦରୁ ଇସ୍ତଫା ଦେଇଥିବା ବିଜେପି ଦଳରେ ଚର୍ଚ୍ଚା ଜୋର ଧରିଛି ।

Leave a comment