ଇଣ୍ଡିଆ ମେଣ୍ଟ ର ମଙ୍ଗ ଧରିବେ ବିଜୟ, ଦେଖନ୍ତୁ ଭିଡ଼ିଓ

0

ଇଣ୍ଡିଆ ମେଣ୍ଟ ର ମଙ୍ଗ ଧରିବେ ବିଜୟ,INDIA ମେଣ୍ଟ ରେ ହେବ ବଡ଼ ପରିବର୍ତ୍ତନ
ବଡ ପ୍ଲାନ କରିଛନ୍ତି ନିରଞ୍ଜନ, ଶ୍ରୀକାନ୍ତ ଙ୍କ INDIA ମେଣ୍ଟ କୁ ଆସିବା ବାଟ ବନ୍ଦ

ବାଲେଶ୍ବର ରୁ ପୁଣି ଲଢ଼ିବେ ପୁତୁଳ ନନ୍ଦନ
ଜାନୁଆରୀ ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ବିଜୟ ମହାପାତ୍ର ଙ୍କୁ କରିବେ ଦଳକୁ ସ୍ୱାଗତ। ଅନେକ ବର୍ଷ ହେଲା ବିଜେପିରେ କୋଣଠେସା ହୋଇ ରହିବା ପରେ ପଦ୍ମ ପୋଖରୀରୁ କଂଗ୍ରେସ ହାତ ଧରି ବାହାରି ଆସିବେ ବିଜୟ । କେନ୍ଦ୍ରାପଡା ରୁ ଲୋକସଭା ପ୍ରାର୍ଥୀ ହେବେ ବିଜୟ ମହାପାତ୍ର । ତାଙ୍କ ପୁତ୍ର ଲଢ଼ିବେ ପାଟକୁରା ବିଧାନସଭା ଆସନ । ରଣନୀତି ପ୍ରସ୍ତୁତ କରୁଛନ୍ତି ଆର୍ଯ୍ୟ, ରବି, ପଞ୍ଚାନନ । ୨୦୨୪ ରେ ରୋକିଦେଲେ ଶ୍ରୀକାନ୍ତ ଙ୍କୁ, କଣ୍ଟା ନଥିବ ନିରଞ୍ଜନ ଓ ବିଜୟ ଙ୍କ ଚଲାପଥ କୁ ।

ରାହୁଲ ଙ୍କ ଉପସ୍ଥିତି ରେ ସମସ୍ତ ମନମାଳିନ୍ୟ ତ୍ୟାଗ କରି ଗୋଟିଏ ମଞ୍ଚରେ ଏକାଠି ହେବେ ନିରଞ୍ଜନ, ଶରତ, ବିଜୟ, ନରସିଂହ, ଜଗନ୍ନାଥ, ତାରା, ସାଲୁଜା ଏବଂ ବିଜୟ ପଟ୍ଟନାୟକ ।
ଇଲୋକ୍ଟରାଲ ବଣ୍ଡ ରେ AICC ହେବ ଆପ୍ୟାୟିତ । ମାର୍ଫତଦାର ହେବେ ଚେଲ୍ଲା କୁମାର, ଜିତେନ୍ଦ୍ର ସିଂ ଏବଂ ଜୟରାମ ରମେଶ । ପିସିସି କାର୍ଯ୍ୟକାରୀ ସଭାପତି ହେବେ ନବଜ୍ୟୋତି ପଟ୍ଟନାୟକ । ନୂଆ ଚେହେରା ହେବେ ଅରବିନ୍ଦ ମହାପାତ୍ର । ୧୦୦ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ନିରଞ୍ଜନ ରାଜି । ଗୋଟିଏ ସର୍ତ୍ତ ଶ୍ରୀକାନ୍ତ ଜେନା ଙ୍କୁ INDIA ରୁ ଦୁରେଇ ରଖ । କଂଗ୍ରେସ ଫୋକସ ରେ ରହିବ ୮୦ ଆସନ ।

Leave a comment

You cannot copy content of this page