ବିଜେଡ଼ିର ନୂଆ ଟ୍ରିକ-ଗୁଇନ୍ଦା ପଛରେ ପ୍ରାଇଭେଟ ଗୁଇନ୍ଦା, ଦେଖନ୍ତୁ ଭିଡ଼ିଓ

0

ବିଜେଡ଼ିର ନୂଆ ଟ୍ରିକ, ଗୁଇନ୍ଦା ପଛରେ ପ୍ରାଇଭେଟ ଗୁଇନ୍ଦା
ଅବିଶ୍ୱାସ ବଳୟ ଭିତରେ ବିଜେଡି, ବିଜେଡି ଆନ୍ତଃ କନ୍ଦଳ ଦେଖି ବିଜେପି ଖୁସ

ମୌକା ଦେଖି ମାରିବ ଚୌକା,ଠିକ ବେଳକୁ ଝାମ୍ପି ନେବ
ଖୋଜାଯାଉଛି ଦଳର ବିଭୀଷଣ କୁ

ହଁ ଆଜ୍ଞା ଏଭଳି କିଛି ଚର୍ଚ୍ଚା ଓଡ଼ିଶା ରାଜନୀତି କୁ ସରଗରମ କରୁଛି । ନିର୍ବାଚନ ଯେତେ ପଖାଉଛି ଅବିଶ୍ୱାସ ସେତିକି ମୁଣ୍ଡ ଟେକୁଛି । କାହାର କାହା ଉପରେ ବିଶ୍ୱାସ ପାଉନି । ବିଜେଡି ପକ୍ଷରୁ ସମସ୍ତ ନିର୍ବାଚନ ମଣ୍ଡଳୀ ରେ ଗୁଇନ୍ଦା ରିପୋଟ କୁ ପ୍ରଧାନ୍ୟ ଦିଆଯାଇଥିଲେ ମଧ୍ୟ ଦଳର ମୁଖିଆ ଙ୍କ ବିଶ୍ୱାସ ପାଉନି କାହା ରିପୋର୍ଟ ଉପରେ ତେଣୁ ହାଇଦ୍ରାବାଦ ଓ ଦିଲ୍ଲୀ ର କିଛି ପ୍ରାଇଭେଟ ସଂସ୍ଥା କୁ ଗୁଇନ୍ଦା ରିପୋର୍ଟ କୁ କ୍ରସ ଚେକ ପାଇଁ ଦିଆଯାଇଛି ନିର୍ଦ୍ଦେଶ ।

Leave a comment