ଆଜି ପୁଣି ୧୦.୮୫୬ ପଜିଟିଭ ଚିହ୍ନଟ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ଓଡ଼ିଶାରେ ଦୈନିକ କୋଭିଡ୍‍ ସଂକ୍ରମଣ ହାର ବିପଦ ସଙ୍କେତ ଅତିକ୍ରମ କଲାଣି । ରାଜ୍ୟରେ ଖୁବଶୀଘ୍ର ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଦିନକୁ ଦିନକୁ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।ପ୍ରତେକ ଦିନ ସଂକ୍ରମଣ ହାର ରେକର୍ଡ଼ ଭାଙ୍ଗିବାରେ ଲାଗିଛି। ରାଜ୍ୟରେ ଦୈନିକ ଦଶହଜାରରୁ ଉର୍ଦ୍ଧ ସଂକ୍ରମଣ ରହୁଥିବାରୁ ଚିନ୍ତାର ବିଷୟ ପାଲଟିଛି ।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୮୫୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୨୯୩ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୪୫୬୩୧ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୦୨୧ ଜଣ ପଜିଟିଭ ରହିଛନ୍ତି।

ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୨୨୭୩୫ କୁ ବୃଦ୍ଧି ପାଇଥିବା ବେଳେ ୧୦୫୨୩୯୫ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୬୧୮୦୯ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

Covid-19 Report For 14th Jan

New Positive Cases: 10856
Of which 0-18 years: 1021
In quarantine: 6293
Local contacts: 4563

(Details of local contacts will be shared by concerned District)

1. Angul: 104
2. Balasore: 326
3. Bargarh: 145
4. Bhadrak: 101
5. Balangir: 259
6. Boudh: 38
7. Cuttack: 909
8. Deogarh: 24
9. Dhenkanal: 69
10. Gajapati: 135
11. Ganjam: 139
12. Jagatsinghpur: 222
13. Jajpur: 210
14. Jharsuguda: 211
15. Kalahandi: 144
16. Kandhamal: 42
17. Kendrapada: 75
18. Keonjhar: 84
19. Khurda: 3087
20. Koraput: 165
21. Malkangiri: 54
22. Mayurbhanj: 376
23. Nawarangpur: 106
24. Nayagarh: 145
25. Nuapada: 75
26. Puri: 198
27. Rayagada: 156
28. Sambalpur: 500
29. Sonepur: 102
30. Sundargarh: 1943
31. State Pool: 712
New recoveries: 2216
Cumulative tested: 26554334
Positive: 1122735
Recovered: 1052395
Active cases: 61809

Leave a comment