ଯଦି ଏହି ୫ ଟି ସ୍ଵପ୍ନ ଦେଖୁଛନ୍ତି ତ ମରିଗଲେ ବି କାହାକୁ କୁହନ୍ତୁ ନାହିଁ, ବଦଳିଯିବ ଭାଗ୍ୟ

0

ବନ୍ଧୁଗଣ, ଏହି ପଞ୍ଚୋଟି ସ୍ଵପ୍ନ କାହାରିକୁ କୁହନ୍ତୁ ନାହିଁ ନହେଲେ ଆପଣ ବହୁତ୍ ବଡ଼ ସମସ୍ୟାରେ ପଡ଼ି ପାରନ୍ତି । ଆଜି ଆପଣ ଜାଣିପାରିବେ ଏମିତି ୫ ଟି ସ୍ଵପ୍ନ ବିଷୟରେ ଯାହାକୁ ଆପଣା କେବେ ନା କେବେ ନିଶ୍ଚୟ ଦେଖିଥିବେ ଏବଂ ଆପଣ ଦେଖିବା ପରେ ନିଶ୍ଚିତ କାହାକୁ ନା କାହାକୁ କହିଥିବେ । ଏହା ବହୁତ ବଡ଼ ଭୁଲ ହୋଇଥାଏ । ତେଣୁ କେବେ ବି ଏହି ୫ ଟି ସ୍ଵପ୍ନକୁ କାହା ସାଙ୍ଗରେ ସେୟାର କରନ୍ତୁ ନାହିଁ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ସ୍ଵପ୍ନ ମାନଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ଶୋଇବା ପରେ ସମସ୍ତେ ସ୍ଵପ୍ନ ଦେଖିଥାନ୍ତି । କିଛି ସ୍ଵପ୍ନ ଶୋଇକି ଉଠିଲା ପରେ ହୁଏ ତ ଆମର ମନେ ନ ଥାଏ । ବେଳେ ବେଳେ ଏଭଳି ସ୍ଵପ୍ନ ଆସିଥାଏ ଆମର ସବୁ କିଛି ମାନେ ଥାଏ।ଆମେ ଆମ ସ୍ଵପ୍ନକୁ କିଛି ଲୋକ ଙ୍କୁ କହି ଦେଇଥାଉ। ଶାସ୍ତ୍ର ଅନୁସାରେ ଏମିତି ସ୍ଵପ୍ନ କୁ କହିବା ବହୁତ ବଡ଼ ଭୁଲ ହୋଇଥାଏ । ଏହା ଦ୍ଵାରା ଭବିଷ୍ୟତ ରେ ମିଳିବାକୁ ଥିବା ଫଳ ଆଉ ମିଳି ପାରି ନ ଥାଏ । ତେବେ ଚାଲନ୍ତୁ ଜାଣିବା ସେହି ସ୍ଵପ୍ନ ବିଷୟରେ ।୧;- ପ୍ରକୃତିର ସହିତ ଜଡ଼ିତ ସ୍ଵପ୍ନ, ଯେଉଁଥିରେ ଆପଣ ପ୍ରକୃତିର ବହୁତ ପାଖରେ ମାନେ ସ୍ଵପ୍ନରେ ପାହାଡ଼, ସମୁଦ୍ର, ବୃକ୍ଷଲତା, ନଦୀ ଏପରି ଜିନିଷ ଦେଖିଲା ମାନେ ଆପଣ ଜାଣିବେ ଯେ ବହୁତ ଜଲଦି ଆପଣଙ୍କ ପାଖକୁ ଖୁସି ଖବର ଆସିବାକୁ ଯାଉଛି । ଯେପରି ପ୍ରକୃତିର ପାଖକୁ ଗଲେ ଆମ ମନ ପ୍ରସନ୍ନ ହୋଇଯାଇଥାଏ ସେହିପରି ଏଭଳି ସ୍ଵପ୍ନ ଆସିଲେ, କାହା ଆଗରେ ପ୍ରକାଶ କରିବା ଦ୍ଵାରା ହୋଇପାରେ ଆପଣ ସେ ଫଳରୁ ବଞ୍ଚିତ ହୋଇପାରନ୍ତି ।

୨;- ମୃ-ତ ସମ୍ବନ୍ଧୀୟ ସ୍ଵପ୍ନ, ବନ୍ଧୁଗଣ ବେଳେ ବେଳେ ଆମେ ଏପରି ସ୍ଵପ୍ନ ଦେଖିଥାଉ ଯେଉଁଥିରେ ଆମେ ନିଜର କି ଅନ୍ୟର ମୃତ୍ୟୁ ଦେଖିଥାନ୍ତି । ଏହିପରି ସ୍ଵପ୍ନ ଦେଖିବା ପରେ ଆମେ କେବେ କେବେ ଡରି ଯାଇଥାଉ । ଏପରି ସ୍ଵପ୍ନ ଦେଖିଲା ପରେ ଆପଣ ବିଚଳିତ ହେବାର କିଛି ଆବଶ୍ୟକା ନାହିଁ । କାରଣ ମୃ-ତ୍ୟୁର ସ୍ଵପ୍ନ ଆପଣଙ୍କର ସମସ୍ୟାର ଅନ୍ତ ହେବାର ଦର୍ଶାଇ ଥାଏ । ଯଦି ଆପଣ କାହା ସହ ଏହାକୁ ସେୟାର କରିଦେଉଛନ୍ତି ତାହେଲେ ସ୍ୱପ୍ନର ଫଳ ବେକାର ହୋଇ ଯାଇଥାଏ ।
୩;- ସର୍ପ ଦର୍ଶନ ସମ୍ଭନ୍ଧିତ, ଯେତେବେଳେ ଆମେ ସ୍ଵପ୍ନରେ ସାପ ଦେଖିଥାନ୍ତି ଆମେ ଡରି ଯାଇଥାଉ । ଯଦି ଆପଣ ସ୍ଵପ୍ନରେ ସାପ ଦେଖୁ, ତାହେଲେ ଡରିବାର କିଛି ଆବଶ୍ୟକତା ନାହିଁ । କାରଣ ଏହି ସ୍ଵପ୍ନ ଦେଖିବା ଦ୍ଵାରା ଆପଣଙ୍କର ବ୍ୟାପାରରେ ଉନ୍ନତି ଓ ସଫଳତା ହେବାର ସଂକେତ ଦେଇଥାଏ । ଏବାନ ଧନଲାଭ ର ସମ୍ଭାବନା ଥାଏ ।

୪;- ଭଗବାନ ଙ୍କ ଦର୍ଶନ, ଯଦି ସ୍ଵପ୍ନରେ କୌଣସି ବି ଭଗବାନ ଙ୍କୁ ଦେଖୁଛନ୍ତି ତାହେଲେ ଜାଣି ନିଅନ୍ତୁ ଆପଣଙ୍କ ଜୀବନରେ ବହୁତ ଖୁସି ଆସିବାକୁ ଯାଉଛି । ସ୍ଵପ୍ନରେ ଭଗବାନ୍ ଙ୍କ ଦର୍ଶନ ଅର୍ଥ କିଛି ବଡ଼ ସଫଳତାର ସୂଚନା ଅଟେ । ତେବେ ଆପଣ ଏହି ସ୍ଵପ୍ନ କୁ କାହା ଆଗରେ ସେୟାର କରନ୍ତୁ ନାହିଁ ।
୫;- ମାଛ ସମ୍ଭନ୍ଧିତ ସ୍ଵପ୍ନ, ଯଦି ଆପଣ ସ୍ଵପ୍ନରେ କୌଣସି ପ୍ରକାରର ମାଛ କୁ ପହଁରୁ ଥିବାର ଦେଖନ୍ତି ଅଥବା ମାଛ ଧରୁ ଥିବାର ଓ ମାଛ ଖାଉ ଥିବାର ସ୍ଵପ୍ନ ଦେଖନ୍ତି ତେବେ ଏହାକୁ ବହୁତ ଶୁଭ ମାନାଯାଇଥାଏ । କାରଣ ସ୍ଵପ୍ନରେ ମାଛ ଦେଖିବା ଅର୍ଥ ହେଉଛି ଅଚାନକ ଧନ ଲାଭ ହେବାର ସଂକେତ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a comment