ରାତିର କାହିଁକି ଆଇନା ଦେଖିବା ଉଚିତ ନୁହେଁ

0

ଆପଣ ମାନେ ଘରେ ଆଇନା ସାମ୍ନା ରେ ଘଣ୍ଟା ଘଣ୍ଟା ବିତାଉଛନ୍ତି ତେବେ ଏହି କଥା ଆପଣ ମାନଙ୍କୁ ଜାଣିବା ନିହାତି ଜରୁରୀ ଅଟେ , ବହୁତ ଲୋକ ମାନେ ଜାଣିଛନ୍ତି କି ଶୋଇବା ଘରେ ଆଇନା ରଖିବା ମନା ଅଟେ । ହେଲେ ହେଲେ ସେହି ସହିତ ଘର ର ଏମିତି ବି କିଛି ସ୍ଥାନ ରହିଛି ଯେଉଁଠୀ ଆପଣ ମାନେ ଆଇନା ଲଗେଇ ଦେଲେ ବର୍ବାଦ୍ ହୋଇ ଯିବେ ଯେତେ ଧନ ଥିଲେ ବି ଆପଣ ମାନେ କୋଟି ପତି ଭୀକାରୀ ହୋଇ ଯିବେ । ତେବେ ବନ୍ଧୁଗଣ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ଘର ର ସେହି ସବୁ ସ୍ଥାନ ବିଷୟ ରେ ଯେଉଁ ସ୍ଥାନ ରେ ଏହି ଦର୍ପଣ କୁ କେବେ ବି ଲଗାଇବା କଥା ନୁହେଁ ,ଯଦି ଆମେ ବାସ୍ତୁ ଶାସ୍ତ୍ର ବିଷୟ ରେ କହିବା ତେବେ କେବେ ବି ଶୋଇବା ଘରେ ସେଜ ର ଆଖ ପାଖରେ ଆଇନା କୁ କେବେ ବି ଲଗାନ୍ତୁ ନାହିଁ ।

ସେହି ବ୍ୟତିତ ଆପଣ ମାନେ କେବେ ବି ବେଡ୍ ର ସାମ୍ନା ରେ ଏହି ଆଇନା କୁ କେବେ ବି ଲଗାନ୍ତୁ ନାହିଁ ,ଯଦି ଆପଣ ମାନଙ୍କୁ ବାଧ୍ୟତା ମୂଳକ ଶୋଇବା ଘରେ ଲଗେଇବା ପାଇଁ ପଡୁଛି ତେବେ ଆପଣ ମାନେ ରାତି ରେ ଶୋଇବା ସମୟ ରେ ସେହି ଆଇନା ଉପରେ କପଡା ପକେଇ ଦେବା ପାଇଁ ପଡିବ। ସେହି ପରି ବନ୍ଧୁଗଣ ଆଇନା ଏବଂ ଟିଭି କୁ ସାମ୍ନା ରେ ରଖିବା ଦ୍ୱାରା ଘର ର ଲୋକ ମାନଙ୍କ ମଧ୍ୟ ରେ ଫାଟ ସୃଷ୍ଟି ହୋଇ ଥାଏ। ସେହିପରି ବନ୍ଧୁଗଣ ଆପଣ ମାନେ କେବେ ବି ଘରେ ଫଟା ଏବଂ ଭଙ୍ଗା ଆଇନା ରଖନ୍ତୁ ନାହିଁ ଏମିତି ଜିନିଷ ରଖିବା ଆପଣ ମାନଙ୍କ ଉପରେ କୁଶକ୍ତି ଉର୍ଜା ସଂଞ୍ଚାର କରେ ଏବଂ ଜାହା ଫଳ ରେ ଆପଣ ମାନଙ୍କୁ ପରେ ପସ୍ତେଇବା ପାଇଁ ପଡେ।

Leave a comment