ବିଜୁ ଯୁବ ଜନତା ଦଳର ନୂତନ କର୍ମକର୍ତ୍ତା ନିଯୁକ୍ତ

0

ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତ କରିଛନ୍ତି । ୮ ଜଣ ସାଧାରଣ ସମ୍ପାଦକ ଓ ୨୫ ଜଣ ସମ୍ପାଦକଙ୍କୁ ନିଯୁକ୍ତ କରାଯାଇଛି । ଏ ନେଇ ବିଜେଡି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ…

୮ ଜଣ ସାଧାରଣ ସମ୍ପାଦକ ହେଲେ-

ଡ. ଶୁଭଶ୍ରୀ ପଣ୍ଡା- ସାଧାରଣ ସମ୍ପାଦକ

ଡ. ଆରଶୀ ଆହଦ- ସାଧାରଣ ସମ୍ପାଦକ

ପଦ୍ମିନୀ ପୁରୋହିତ- ସାଧାରଣ ସମ୍ପାଦକ

ଏୁବାଳି ଶୁଭେଚ୍ଛା ଦାସ- ସାଧାରଣ ସମ୍ପାଦକ

କଳପାସା ଅଙ୍କିତା ସୋ- ସାଧାରଣ ସମ୍ପାଦକ

ନିହାରିକା ଗିରି- ସାଧାରଣ ସମ୍ପାଦକ

ସାଗରିକା ସାମନ୍ତ- ସାଧାରଣ ସମ୍ପାଦକ

ପ୍ରିୟା ବିଷୋଇ- ସାଧାରଣ ସମ୍ପାଦକ

୨୫ ଜଣ ସମ୍ପାଦକ ହେଲେ:-

ବନିତା ପଣ୍ଡା- ସମ୍ପାଦକ

ସୋନାଲିକା ସ୍ୱାଇଁ- ସମ୍ପାଦକ

ସସ୍ମିତା ରାଉତ- ସମ୍ପାଦକ

ଦେବଶ୍ମିତା ମହାନ୍ତି- ସମ୍ପାଦକ

ସ୍ୱର୍ଣ୍ଣଲତା ରାଉତ- ସମ୍ପାଦକ

ପୂର୍ଣ୍ଣୋତୟା ମହାପାତ୍ର

ଶୁଚିସ୍ମିତା ପଣ୍ଡା- ସମ୍ପାଦକ

ସଲୋନି ମଙ୍ଗରାଜ- ସମ୍ପାଦକ

ଭାଗ୍ୟଶ୍ରୀ ମହାନନ୍ଦିଆ- ସମ୍ପାଦକ

ଅଙ୍କିତା ରେଏ- ସମ୍ପାଦକ

ପୂର୍ଣ୍ଣା ପ୍ରାଟିଚି ମହାନ୍ତି- ସମ୍ପାଦକ

ପୂଜା ପଦ୍ମଜା ପଣ୍ଡା- ସମ୍ପାଦକ

ଜୟନ୍ତି ଦତା- ସମ୍ପାଦକ

ଆଭା ସତରୂପା ପତି- ସମ୍ପାଦକ

କିରଣ ପଟ୍ଟନାୟକ- ସମ୍ପାଦକ

ପୂଜାରାଣୀ ରାଉତ- ସମ୍ପାଦକ

ଏଲିନା ନାୟକ- ସମ୍ପାଦକ

ଲକ୍ଷ୍ମୀପ୍ରିୟା ଦିକ୍ଷିତ- ସମ୍ପାଦକ

ଜୟଶ୍ରୀ ବେହେରା- ସମ୍ପାଦକ

ଶୀବାନି ମୁଣ୍ଡ୍ରା- ସମ୍ପାଦକ

ଅଳ୍ପନା ପଲେଇ- ସମ୍ପାଦକ

ଲିଲିମା ପୁଟେଲ- ସମ୍ପାଦକ

ଲୋପାମୁଦ୍ରା ନାୟକ- ସମ୍ପାଦକ

ରାଜଶ୍ରୀ ନାୟକ- ସମ୍ପାଦକ

ମୁସକାନ୍ ଦେବନାଥ-ସମ୍ପାଦକ

Leave a comment