ନେତା ଓ କର୍ମୀଙ୍କୁ ଖୁସି କଲେ ନବୀନ, ଆରମ୍ଭ କଲେ ଥଇଥାନ ପ୍ରକ୍ରିୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ ନୂତନ ସଦସ୍ୟ ଚୟନ କରାଯାଇଛି । ଏହି ଚୟନ ଅନୁଯାୟୀ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଓ ଅନୁପ ସାୟଙ୍କୁ ହଉସିଂ କର୍ପୋରେସନ ଚେୟାରପର୍ଶନ ଭାବେ ମନୋନୀତ କରାଯାଇଛି ଯାହାକି ପୂର୍ବରୁ ଓଡ଼ିଶା ଫାଷ୍ଟ ଆକଳନ କରିଥଲା ।
ସୂଚନା ଅନୁଯାୟୀ, ଆଜି କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ସ୍ୱୀକୃତି ଦେଇଥିବା ବିଜେଡି ନେତାଙ୍କ ଥଇଥାନ ପ୍ରକ୍ରିୟାର ତାଲିକା ହେଲା:
୧. ଲେଲିନ ମହାନ୍ତି – ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭିୟୁ ସମ୍ପାଦକ
୨. ସୁଜୀତ କୁମାର – ଉପଦେଷ୍ଟା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ
୩. ଅନୁଭବ ପଟ୍ଟନାୟକ – ଉପଦେଷ୍ଟା, ଇଟି/ଆଇଟି ବିଭାଗ
୪. କୃତିବାସ ପାତ୍ର – ଉପଦେଷ୍ଟା, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ
୫. ଉତ୍କଳ କେଶରୀ ପରିଡା – ଉପଦେଷ୍ଟା, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ
୬. ଦେବାଶିଷ ମଲ୍ଲିକ – ଉପଦେଷ୍ଟା, ଓଡ଼ିଶା ବନ ଉନ୍ନୟନ ନିଗମ
୭. ସୁଲତା ଦେଓ – ଉପଦେଷ୍ଟା, ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ
୮. ଜନ୍ମେଜୟ ଲେଙ୍କା – ଉପଦେଷ୍ଟା, ଓଡ଼ିଶା ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ
୯. ରାମଚନ୍ଦ୍ର ପଣ୍ଡା – ଉପଦେଷ୍ଟା, ଓଡ଼ିଶା ରାଜ୍ୟ କୃଷି ମାର୍କେଟିଂ ବୋର୍ଡ
୧୦. ଦେବାଶିଷ ମହାନ୍ତି – ଅଧ୍ୟକ୍ଷ, ଓଡ଼ିଶା କୃଷି ଶିଳ୍ପ ନିଗମ(ଆଗ୍ରୋ ଇଣ୍ଡଷ୍ଟ୍ରିସ୍)
୧୧. ଈଶ୍ୱର ପାଣିଗ୍ରାହୀ – ଅଧ୍ୟକ୍ଷ, ଓଡ଼ିଶା ବିହନ ନିଗମ
୧୨. ପ୍ରଭାଦିତ୍ୟ ମିଶ୍ର – ଅଧ୍ୟକ୍ଷ, ଆପିକଲ୍
୧୩. ଅନୁପ ସାଏ – ଅଧ୍ୟକ୍ଷ, ଓଡ଼ିଶା ୱେୟାର ହାଉସିଂ ନିଗମ
୧୪. ଅସିତ ପଟ୍ଟନାୟକ – ଅଧ୍ୟକ୍ଷ, ଓଡ଼ିଶା ପିସିକଲଚର୍ ଉନ୍ନୟନ ନିଗମ
୧୫. ଅମରେନ୍ଦ୍ର ଦାସ – ଅଧ୍ୟକ୍ଷ, ଓଡ଼ିଶା କାଜୁ ଉନ୍ନୟନ ନିଗମ
୧୬. ଲୁଲୁ ଅମାତ – ଅଧ୍ୟକ୍ଷ, ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମ(ଓଆରଏଚସି)
୧୭. ଚିନ୍ମୟ ସାହୁ – ଅଧ୍ୟକ୍ଷ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ
୧୮. ଶ୍ରୀମୟୀ ମିଶ୍ର – ଅଧ୍ୟକ୍ଷ, ଓଟିଡିସି
୧୯. ଅମରେଶ ପତ୍ରି – ଅଧ୍ୟକ୍ଷ, ଓଡ଼ିଶା ଉଠା ଜଳସେଚନ ନିଗମ
୨୦. ସତ୍ୟବ୍ରତ ତ୍ରିପାଠୀ – ଅଧ୍ୟକ୍ଷ, ଓଡ଼ିଶା ଫିଲ୍ମ ଉନ୍ନୟନ ନିଗମ
୨୧. ବିଜୟ କୁମାର ନାୟକ – ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ୟୁଥ୍ ୱେଲଫେୟାର୍ ବୋର୍ଡ
୨୨. ପ୍ରିୟଦର୍ଶୀ ମିଶ୍ର – ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ
୨୩. ସୁବାସ ସିଂ – ଅଧ୍ୟକ୍ଷ, ଓଡ଼ିଶା ବିଲଡିଂ ଏବଂ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ
୨୪. ସଂଜୀବ ପାଇକରାୟ – ଅଧ୍ୟକ୍ଷ, ଓଡ଼ିଶା ଖଦୀ ଏବଂ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡ
୨୫. ସୁଧୀର ଦାସ – ଉପଦେଷ୍ଟା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା
୨୬. ଦିଲ୍ଲୀପ ତିର୍କୀ – ଅଧ୍ୟକ୍ଷ, ଓଡ଼ିଶା ହକି ପ୍ରମୋସନ କାଉନସିଲ
୨୭. ମାନସ ମାଡକାମୀ – ଅଧ୍ୟକ୍ଷ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ମାଲକାନଗିରି
୨୮. ବିନୟ ଟପ୍ପୋ – ଅଧ୍ୟକ୍ଷ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ସୁନ୍ଦରଗଡ
୨୯. ସୁସ୍ମିତା ବଗଚି – ଅଧ୍ୟକ୍ଷ, ମୋ ସ୍କୁଲ
୩୦. ଆକାଶ ଦାସ – ଅଧ୍ୟକ୍ଷ, ମୋ କଲେଜ
୩୧. ମିନତୀ ବେହେରା – ଅଧ୍ୟକ୍ଷ, ରାଜ୍ୟ ମହିଳା କମିଶନ
୩୨. କସ୍ତୁରୀ ମହାପାତ୍ର – ଅଧ୍ୟକ୍ଷ, ସୋସିଆଲ୍ ୱେଲଫେୟାର ବୋର୍ଡ
୩୩. ସୁଲୋଚନା ଦାସ – ଅଧ୍ୟକ୍ଷ, ଭିନ୍ନକ୍ଷମ କମିଶନ
୩୪. ଲୋପମୁଦ୍ର ବକ୍ସିପାତ୍ର – ଉପଦେଷ୍ଟା, ମିଶନ୍ ଶକ୍ତି
୩୫. ପୁଷ୍ପେନ୍ଦ୍ର ସିଙ୍ଗଦେଓ – ସଭ୍ୟ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ