ବଦଳିଲେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ, ପଢନ୍ତୁ କେଉଁ ଜିଲ୍ଲାର କିଏ ହେଲେ ଯୋଜନା କମିଟି ଅଧ୍ୟକ୍ଷ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ୩୦ଟି ଜିଲ୍ଲା ପାଇଁ ନିଯୁକ୍ତ ହେଲେ ନୂଆ ଯୋଜନା କମିଟି ଅଧ୍ୟକ୍ଷ । ପଢନ୍ତୁ କେଉଁ ଜିଲ୍ଲାର କିଏ ହେଲେ ଯୋଜନା କମିଟିର ଅଧ୍ୟକ୍ଷ:
୧. ମନ୍ତ୍ରୀ ପ୍ରତାପ ଜେନା – ମୟୁରଭଞ୍ଜ
୨. ବିଧାୟକ ଅନନ୍ତ ଦାସ – ବାଲେଶ୍ଵର
୩. ବିଧାୟକ ବ୍ୟୋମକେଶ ରାୟ – ଭଦ୍ରକ
୪. ମନ୍ତ୍ରୀ ସମୀର ରଞ୍ଜନ ଦାସ – ଯାଜପୁର
୫. ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ – କେନ୍ଦ୍ରାପଡା
୬. ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି – ଜଗତସିଂହପୁର
୭. ବିଧାୟକ ପ୍ରମୋଦ କୁମାର ମଲ୍ଲିକ – କଟକ
୮. ମନ୍ତ୍ରୀ ନିରଞ୍ଜନ ପୂଜାରୀ – ପୁରୀ
୯. ବିଧାୟକ ପ୍ରଶାନ୍ତ କୁମାର ଜଗଦେବ – ଖୋର୍ଦ୍ଧା
୧୦. ବିଧାୟକ ସତ୍ୟନାରାୟଣ ପ୍ରଧାନ – ନୟାଗଡ଼
୧୧. ବିଧାୟକ ଶ୍ରୀକାନ୍ତ ସାହୁ – ଗଞ୍ଜାମ
୧୨. ବିଧାୟକ ମହେନ୍ଦ୍ର ରାଣା – ବୌଦ୍ଧ
୧୩. ମନ୍ତ୍ରୀ ଜଗନ୍ନାଥ ସରକା – ଗଜପତି
୧୪. ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ – କନ୍ଧମାଳ
୧୫. ମନ୍ତ୍ରୀ ସୁଦାମ ମାରାଣ୍ଡି – ସୋନପୁର
୧୬. ବିଧାୟକ ରଘୁ ରାମ ପାଦଲ – କୋରାପୁଟ
୧୭. ମନ୍ତ୍ରୀ ପଦ୍ମିନୀ ଦିଆନ – ରାୟଗଡା
୧୮. ମନ୍ତ୍ରୀ ରଘୁନନ୍ଦନ ଦାସ – ନବରଙ୍ଗପୁର
୧୯. ମନ୍ତ୍ରୀ ତୁଷାରକାନ୍ତି ବେହେରା – ମାଲକାନଗିରି
୨୦. ବିଧାୟକ ରାଜେନ୍ଦ୍ର ଢୋଲକିଆ – ନୂଆପଡା
୨୧. ମନ୍ତ୍ରୀ ନବ କିଶୋର ଦାସ – ବଲାଙ୍ଗୀର
୨୨. ବିଧାୟକ ଦେବେଶ ଆଚାର୍ଯ୍ୟ – ବରଗଡ
୨୩. ମନ୍ତ୍ରୀ ସୁଶାନ୍ତ ସିଂ – ସମ୍ବଲପୁର
୨୪. ମନ୍ତ୍ରୀ ପଦ୍ମନାଭ ବେହେରା – ଝାରସୁଗୁଡା
୨୫. ବିଧାୟକ ସାରଦା ପ୍ରସଦ ନାୟକ – ସୁନ୍ଦରଗଡ
୨୬. ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା – ଅନଗୁଳ
୨୭. ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର – ଢେଙ୍କାନାଳ
୨୮. ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ – ଦେବଗଡ଼
୨୯. ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ – କେନ୍ଦୁଝର
୩୦. ମନ୍ତ୍ରୀ ଟୁକୁନି ସାହୁ – କଳାହାଣ୍ଡି