ବଦଳିଲେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ, ପଢନ୍ତୁ କେଉଁ ଜିଲ୍ଲାର କିଏ ହେଲେ ଯୋଜନା କମିଟି ଅଧ୍ୟକ୍ଷ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ୩୦ଟି ଜିଲ୍ଲା ପାଇଁ ନିଯୁକ୍ତ ହେଲେ ନୂଆ ଯୋଜନା କମିଟି ଅଧ୍ୟକ୍ଷ । ପଢନ୍ତୁ କେଉଁ ଜିଲ୍ଲାର କିଏ ହେଲେ ଯୋଜନା କମିଟିର ଅଧ୍ୟକ୍ଷ:

୧. ମନ୍ତ୍ରୀ ପ୍ରତାପ ଜେନା – ମୟୁରଭଞ୍ଜ

୨. ବିଧାୟକ ଅନନ୍ତ ଦାସ – ବାଲେଶ୍ଵର

୩. ବିଧାୟକ ବ୍ୟୋମକେଶ ରାୟ – ଭଦ୍ରକ

୪. ମନ୍ତ୍ରୀ ସମୀର ରଞ୍ଜନ ଦାସ – ଯାଜପୁର

୫. ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ – କେନ୍ଦ୍ରାପଡା

୬. ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି – ଜଗତସିଂହପୁର

୭. ବିଧାୟକ ପ୍ରମୋଦ କୁମାର ମଲ୍ଲିକ – କଟକ

୮. ମନ୍ତ୍ରୀ ନିରଞ୍ଜନ ପୂଜାରୀ – ପୁରୀ

୯. ବିଧାୟକ ପ୍ରଶାନ୍ତ କୁମାର ଜଗଦେବ – ଖୋର୍ଦ୍ଧା

୧୦. ବିଧାୟକ ସତ୍ୟନାରାୟଣ ପ୍ରଧାନ – ନୟାଗଡ଼

୧୧. ବିଧାୟକ ଶ୍ରୀକାନ୍ତ ସାହୁ – ଗଞ୍ଜାମ

୧୨. ବିଧାୟକ ମହେନ୍ଦ୍ର ରାଣା – ବୌଦ୍ଧ

୧୩. ମନ୍ତ୍ରୀ ଜଗନ୍ନାଥ ସରକା – ଗଜପତି

୧୪. ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ – କନ୍ଧମାଳ

୧୫. ମନ୍ତ୍ରୀ ସୁଦାମ ମାରାଣ୍ଡି – ସୋନପୁର

୧୬. ବିଧାୟକ ରଘୁ ରାମ ପାଦଲ – କୋରାପୁଟ

୧୭. ମନ୍ତ୍ରୀ ପଦ୍ମିନୀ ଦିଆନ – ରାୟଗଡା

୧୮. ମନ୍ତ୍ରୀ ରଘୁନନ୍ଦନ ଦାସ – ନବରଙ୍ଗପୁର

୧୯. ମନ୍ତ୍ରୀ ତୁଷାରକାନ୍ତି ବେହେରା – ମାଲକାନଗିରି

୨୦. ବିଧାୟକ ରାଜେନ୍ଦ୍ର ଢୋଲକିଆ – ନୂଆପଡା

୨୧. ମନ୍ତ୍ରୀ ନବ କିଶୋର ଦାସ – ବଲାଙ୍ଗୀର

୨୨. ବିଧାୟକ ଦେବେଶ ଆଚାର୍ଯ୍ୟ – ବରଗଡ

୨୩. ମନ୍ତ୍ରୀ ସୁଶାନ୍ତ ସିଂ – ସମ୍ବଲପୁର

୨୪. ମନ୍ତ୍ରୀ ପଦ୍ମନାଭ ବେହେରା – ଝାରସୁଗୁଡା

୨୫. ବିଧାୟକ ସାରଦା ପ୍ରସଦ ନାୟକ – ସୁନ୍ଦରଗଡ

୨୬. ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା – ଅନଗୁଳ

୨୭. ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର – ଢେଙ୍କାନାଳ

୨୮. ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ – ଦେବଗଡ଼

୨୯. ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ – କେନ୍ଦୁଝର

୩୦. ମନ୍ତ୍ରୀ ଟୁକୁନି ସାହୁ – କଳାହାଣ୍ଡି

Leave a comment