ନନ୍ଦନକାନନ ସିଂହ ସଫାରୀରେ ଫସିଗଲା ବସ୍ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନନ୍ଦନକାନନ ସିଂହ ସଫାରୀରେ ଫସିଗଲା ବସ୍। ବର୍ଷା ଫଳରେ ରାସ୍ତାରେ କାଦୁଅ ଯୋଗୁଁ ପାଖାପାଖି ୧୫ରୁ ୨୦ ମିନିଟ୍ ପାଇଁ ସଫାରୀ ଭିତରେ ଫସି ରହିଗଲା ବସ୍।

ଯାହାଫଳରେ ଆଉ ଏକ ବସ୍ ଯାଇ ବସ୍ ଭିତରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ନନ୍ଦନକାନନ ଉପନିର୍ଦ୍ଦେଶକ ଏହି ଘଟଣା ସଂପର୍କରେ ସୂଚନା ଦେଇଛନ୍ତି ।
Leave a comment