ରାଜଧାନୀ ଭୁବନେଶ୍ୱର ଏବେ ପାଲଟିଗଲାଣି ଅପରାଧର ସହର । ଦିନକୁ ଦିନ ବଢ଼ି ଚାଲିଛି ହତ୍ୟା, ଲୁଟ୍ ଏବଂ ଆକ୍ରମଣ ଭଳି ଘଟଣା । କିଛିଦନ ତଳେ ଚାଞ୍ଚଲ୍ୟକର ହତ୍ୟା ହୋଇଥିବା ବେଳେ ଆଜି କଳିଙ୍ଗନଗରରୁ ମାଆ-ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି । କଳିଙ୍ଗନଗର K4-334ରେ ଡବଲ୍ ମର୍ଡର ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ କମିଶନ୍ରେଟ୍ ପୋଲିସ୍ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।