ମା’ କ୍ଷୀର ଶିଶୁ ପାଇଁ ସାଜିଥାଏ ଏଭଳି ରାମବାଣ ସଦୃଶ, ଫଳରେ ଶିଶୁ ହୋଇଥାଏ ଅଧିକ ବୁଦ୍ଧିମାନ

0

ମା’ର କ୍ଷୀର ଶିଶୁ ପାଇଁ ଅମୃତ ସମାନ ହୋଇଥାଏ l ମା ନିଜ ପିଲାଙ୍କ ପାଇଁ ଭଗବାନ ଙ୍କ ଦ୍ଵିତୀୟ ଅବତାର ଅଟେ l ତେଣୁ ମାର ତୁଳନା ଭଗବାନ ଙ୍କ ଛଡା ଆଉ କାହାରି ସହିତ କରାଯାଏ ନାହିଁ l ଗୋଟିଏ ଶିଶୁ ଯିଏକି ମା ନିକଟରୁ ଦୁଗ୍ଧ ପାନ କରିଥାଏ ତାର ମୁକାବିଲା ସଂସାରର ଆଉ କୌଣସି ଖାଦ୍ୟ କରିପାରି ନଥାଏ l କାହିଁକି ନ ମା ଦୁଗ୍ଧ ରେ ମାର ଭାବନା ଓ ମମତା ର ପ୍ରଭାବ ଶାମିଲ ରହିଥାଏ l ମାତ୍ର ଦୁଗ୍ଧ ପୋଷାକ ଯୁକ୍ତ ହୋଇଥାଏ, ଯାହାକି ନବଜାତ ଶିଶୁ ର ଉପଯୁକ୍ତ ବିକାଶ କରିଥାଏ l

– ମା ଦୁଗ୍ଧ ରେ ପ୍ରୋଟିନ, ମଲ୍ଟି ଭିଟାମିନ, ଓ ବିଭିନ୍ନ ରୋଗ ସହିତ ଲଢ଼ିବାର ତତ୍ୱ ରହିଥାଏ l

– ଛୋଟ ପିଲାଙ୍କୁ ବିଭିନ୍ନ ମାରାତ୍ମକ ବ୍ୟାଧି ଯେପରି ପୋଲିଓ, ଡାଇରିଆ ପ୍ରଭୃତିରୁ ଲେକ୍ଟ୍ରୋପାମିନ ରକ୍ଷା କରିଥାଏ, ଯାହାକି ମାର ଦୁଗ୍ଧ ରେ ପ୍ରଚୁର ମାତ୍ରାରେ ରହିଥାଏ l

– ଶିଶୁ କୁ ଭିଟାମିନ ଏ ଓ କ୍ୟାଲସିୟମ ଯୋଗାଇଥାଏ ମାର କ୍ଷୀର l

– ଗୋଟିଏ ଛୋଟ ଶିଶୁ ପ୍ରାରମ୍ଭିକ ୬ମାସ ପର୍ଯ୍ୟନ୍ତ କେବଳ ମାର କ୍ଷୀର ହିଁ ସେବନ କରିଥାଏ l ଯାହାକି ତାକୁ ସମସ୍ତ ପୋଷାକ ତତ୍ୱ ପ୍ରଦାନ କରିଥାଏ l

–ଗୋଟିଏ ଶିଶୁ କୁ ୬ମାସ ପରେ ମଢେ ମାର କ୍ଷୀର ସେବନ କରିବାରେ କିଛି ଅସୁବିଧା ନାହିଁ, ଏହା ଶିଶୁ କୁ ଭିତରୁ ଷ୍ଟ୍ରଙ୍ଗ କରିଥାଏ l

– ମାର କ୍ଷୀର ଶିଶୁ ର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ l

– ମାର କ୍ଷୀର ଶିଶୁ କୁ ବୁଦ୍ଧିମାନ କରିଥାଏ , ଏହାଛଡା ତାର ମସ୍ତିଷ୍କ ର ବିକାଶ କରିଥାଏ l

– ଆୟୁର୍ବେଦ ଅନୁସାରେ ମା ର କ୍ଷୀର ଶିଶୁକୁ ଛୋଟ ବେଳରୁ ସ୍ମରଣ ଶକ୍ତି ବୃଦ୍ଧି କରିଥାଏ l

– ଛୋଟ ପିଲାଙ୍କୁ ପିଲାଟି ଦିନରୁ ଷ୍ଟ୍ରଙ୍ଗ କରିଥାଏ ଓ ହାଡର ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ସମସ୍ୟା ଠାରୁ ରକ୍ଷା କରିଥାଏ l

-ଯେଉଁ ମା ମାନେ ଦୀର୍ଘ ଦିନ ପର୍ଯ୍ୟନ୍ତ ଶିଶୁ ଙ୍କୁ ଦେଇ ଥାଆନ୍ତି, ତେବେ ମା ମାନଙ୍କର ଓଜନ ବୃଦ୍ଧି ହୋଇ ନଥାଏ l

– ମା ମାନେ ବିଭିନ୍ନ ରୋଗ ରୁ ମଧ୍ୟ ଦୂରେଇ ରହି ଥାଆନ୍ତି ଓ ଓଭାରି କ୍ୟାନ୍ସର, ୟୁଟର୍ସ କ୍ୟାନ୍ସର ଓ ବ୍ରେଷ୍ଟ କ୍ୟାନ୍ସର ଠାରୁ ଦୂରେଇ ରହିବେ l

-ଏହାଛଡା ମା ମାନେ ନିୟମିତ ସ୍ତନ୍ୟ ପାନ କରାଇବା ଦ୍ୱାରା ମା ମାନଙ୍କର ଅନ ୱାଣ୍ଟେଡ ଗର୍ଭ ଧାରଣ

ହୋଇ ନଥାଏ l

 

Leave a comment