ଆଇପିଏଲ ବେଟିଂରେ ହାରି ମା’-ପୁଅଙ୍କ ଆତ୍ମହତ୍ୟା

ରାୟଗଡା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ବର୍ତ୍ତମାନ ସମୟରେ ଆଇପିଏଲକୁ ନେଇ ରହିଛି ସମସ୍ତଙ୍କ ଭିତରେ ଉତ୍ସାହ ଥିବା ସମୟରେ ଆଇପିଏଲକୁ ନେଇ ଚାଲିଥିବା ବେଟିଂ ବେଆଇନ । ତେବେ ଆଇପିଏଲ ବେଟିଂରେ ହାରି ମା’-ପୁଅଙ୍କ ଆତ୍ମହତ୍ୟା କରିଥିବା ଘଟଣା ଆଗକୁ ଆସିଛି ।
ରାୟଗଡା ଶେଷଖାଲ ଜମାଦେଇପେଣ୍ଠ ଗାଁରେ ଟଙ୍କା ହରାଇ ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।