ସକାଳୁ ଉଠି ସବୁଠୁ ପ୍ରଥମେ କୁହନ୍ତୁ ଏହି ୨ ଟି ଶବ୍ଦ, ସବୁ ଦିନ ପାଇଁ ଦରିଦ୍ରତା ହେଇଯିବ ଦୂର
କେବେ ପରିବାରର କେବେ କାର୍ଯ୍ୟ କ୍ଷେତ୍ରର ଚିନ୍ତା ଲାଗି ରହୁଛି ତେବେ ଏହି ସବୁରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ କେବଳ ସକାଳୁ ଉଠି କହିବାକୁ ହେବ ଏହି ଦୁଇଟି ଶବ୍ଦ । ଚାଲନ୍ତୁ ଜାଣିବା ତାହା କଣ ଅଟେ । ଭଗବାନ ଶିବ ଓ ମା ଗୌରୀ ସର୍ବଦା ତାଙ୍କ ଭକ୍ତଙ୍କ ଉପରେ କୃପା ଦୃଷ୍ଟି ରଖିଥାନ୍ତି ଓ ତାଙ୍କୁ ସମସ୍ତ ଖୁସି ଦେଇଥାନ୍ତି । ଆପଣ ତାଙ୍କୁ ପ୍ରସନ୍ନ କରି ଜୀବନର ସମସ୍ତ ଖୁସି ପାଇ ପାରିବେ । ଏହି ଚମତ୍କାର ଶବ୍ଦର ପ୍ରୟୋଗ କରି ଆପଣ ନିଶ୍ଚୟ ସଫଳତା ହାସଲ କରି ପାରିବେ ।ଏହି ଶବ୍ଦକୁ ଜପ କରି ଆପଣ ମାନସିକ ଭାବେ ମଜବୁତ୍ ହୋଇଯିବେ । ଆପଣ ଏହା ନିଶ୍ଚୟ ଜାଣିଥିବେ ଯେ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ବିଦ୍ୟାର୍ଥୀ ମାନେ ଏହି ଶବ୍ଦର ଜପ କରିବା ଦ୍ଵାରା ଉତ୍ତମ ପରିଣାମ ପ୍ରାପ୍ତ ହେବେ ଓ ସଫଳତାର ଶୀର୍ଷକୁ ଛୁଇଁ ପାରିବେ । ମହିଳାମାନେ ମଧ୍ୟ ଏହି ଶବ୍ଦର ଜପ କରିବା ଦ୍ଵାରା ତାଙ୍କ ଜୀବନ ଖୁସିରେ ଭରିଯିବ ଓ ଅନେକ ଶୁଭ ଫଳ ପ୍ରାପ୍ତ ହେବେ ।
ସକାଳୁ ଉଠି ସ୍ୱଚ୍ଛ ହୋଇ ଆପଣଙ୍କୁ ଏହି ଦୁଇଟି ଶବ୍ଦ କହିବାକୁ ହେବ । କେବଳ ମାତ୍ର ଦୁଇଟି ଶବ୍ଦ ହୋଇଥିଲେ ମଧ୍ୟ, ଏହି ଦୁଇଟି ଶବ୍ଦର ପ୍ରଭାବ ଅକଳ୍ପନୀୟ ଅଟେ । ନବ ବିବାହିତା ମହିଳା ସକାଳୁ ଉଠି ସମ୍ପୂର୍ଣ୍ଣ ସ୍ୱଚ୍ଛ ହୋଇ ଏହି ଶବ୍ଦ କହିଲେ ସେମାନଙ୍କ ଖୁବ୍ ଭଗ୍ୟଶାଳୀ ହୋଇଥାନ୍ତି । ସେମାନଙ୍କ ବୈବାହିକ ଜୀବନ ସୁଖମୟ ହେବା ସହ ଉତ୍ତମ ସନ୍ତାନ ପ୍ରାପ୍ତି ହୋଇଥାଏ । ନିୟମିତ ଭାବେ ସକାଳୁ ଉଠି ସ୍ୱଚ୍ଚ ହୋଇ ଏହି ଶବ୍ଦର ଜପ କରିବା ଦ୍ଵାରା ଆପଣ ଦୀର୍ଘାୟୁ ହେବେ ।
ଆଉ ମଧ୍ୟ ଏହି ଦୁଇଟି ଶବ୍ଦର ପ୍ରଭାବରେ ଆପଣ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ଖୁବ୍ ପ୍ରଗତି କରିବେ ଓ ଆପଣଙ୍କ ସ୍ବାସ୍ଥ୍ୟ ମଧ୍ୟ ଖୁବ୍ ଭଲ ରହିବ । ବହୁତ ଦିନ ଧରି ଅନେକ ଚେଷ୍ଟା ପରେ ମଧ୍ୟ ଯଦି ଆପଣଙ୍କ ବ୍ୟାପାରରେ ବିଶେଷ ଲାଭ ହୋଇ ପାରୁ ନାହିଁ ତେବେ, ବ୍ୟବସାୟୀ ମାନଙ୍କ ବ୍ୟାପାରରେ ମଧ୍ୟ ବୃଦ୍ଧି ହେବ ଓ ଅନେକ ଦିନରୁ ଆପଣଙ୍କର କୌଣସି ମନୋସ୍କାମନା ଥିଲେ ତାହା ନିଶ୍ଚୟ ପୂର୍ଣ୍ଣ ହେବ । ନିୟମିତ ଏହି ଦୁଇଟି ଶବ୍ଦର ଜପ କରିବା ଦ୍ବାରା ଆପଣଙ୍କ ଉପରେ ଭଗବାନ ଶିବଙ୍କ ଆଶୀର୍ବାଦ ନିଶ୍ଚୟ ହେବ ।
ଆମ ଗୁରୁଜନ ମାନେ କୁହନ୍ତି ପ୍ରତିଦିନ ସକାଳୁ ଉଠି ସର୍ବ ପ୍ରଥମେ ନିଜ ଇଷ୍ଟଦେବଙ୍କ ଧ୍ୟାନ ନିହାତି କରିବା ଉଚିତ୍ । ଦିନର ଆରମ୍ଭ ପୂଜା ପ୍ରାର୍ଥନାରେ କରିବା ଦ୍ୱାରା ଆପଣଙ୍କ ସାରା ଦିନ ଭଲ ଭାବେ ବିତିବ । ତେବେ ସେହି ଚମତ୍କାରୀ ଶବ୍ଦଟି ହେଉଛି ‘ଓଁ ଝୁମ୍ ଶହ’ । ଏହା ଲହୁ ମହା ମୃତ୍ୟୁଞ୍ଜୟ ଶବ୍ଦ ଅଟେ । ଏହି ଶବ୍ଦର ଉଚ୍ଚାରଣ ମାତ୍ରେ ଆପଣଙ୍କ କୁଣ୍ଡଳିର ସମସ୍ତ ଦୋଷ ସମାପ୍ତ ହୋଇଯାଏ ଓ ସମସ୍ତ ପ୍ରକାର ଗ୍ରହଙ୍କ ପ୍ରଭାବ ମଧ୍ୟ ନଷ୍ଟ ହୋଇଯାଏ । ସକାଳୁ ଉଠି ସ୍ନାନ କରି ସଫା ବସ୍ତ୍ର ପରିଧାନ କରି ସର୍ବ ପ୍ରଥମେ ଏହି ମନ୍ତ୍ରଟି ଜପ କରନ୍ତୁ ଓ ଶୁଭ ଫଳ ପ୍ରାପ୍ତ ହୁଅନ୍ତୁ ।