ବିଧାୟକଙ୍କ ମୋବାଇଲ ଛଡ଼ାଇ ନେବାକୁ କହିଲେ ବାଚସ୍ପତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୋବାଇଲ ନେଇ ବିଧାନସଭାକୁ ନେତା ଓ ମନ୍ତ୍ରୀଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଥିଲା। ତଥାପି ମୋବାଇଲ ନେଇ ପ୍ରବେଶ କରୁଛନ୍ତି ନେତା ଓ ମନ୍ତ୍ରୀ। ଆଜି ଗୃହରେ ବିଧାନସଭା ବଜେଟ ଅଧିବେସନ ଚାଲିଥିବା ବେଳେ ମୋବାଇଲ ଘଣ୍ଟି ବାଜିଥିଲା। ଏହାକୁ ନେଇ ବାଚସ୍ପତି ଆପତ୍ତି ଉଠାଇଥିଲେ । ପୁଣି କିଛି ସମୟପରେ ଭାଇବ୍ରେସନ ମୋଡରେ ଥିବା ମୋବାଇଲ ଶବ୍ଦ ଶୁଣିବାକୁ ମିଳିଥିଲା। ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିରକ୍ତି ପ୍ରକାଶ କରିବା ସହ ଯୈନିକ ବିଧାୟକଙ୍କ ମୋବାଇଲ ନେଇଯିବାକୁ କହିଥିଲେ।

Leave a comment