ଶ୍ରମିକ ଙ୍କୁ କଲେ ସ୍ୱାଗତ ବିଧାୟକ ପ୍ରୀତିରଞ୍ଜନ ଘଡେଇ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୩୨ ବର୍ଷପରେ ସୁକିନ୍ଦା ବ୍ଲକ କଳିଆପାଣି ସ୍ଥିତ ସାରୁଆବିଲ ମାଇନ୍ସ ର ଶ୍ରମିକ ସଂଗଠନ ସୁକିନ୍ଦା ରିଜନ କ୍ରୋମାଇଟ ମଜଦୁର ସଙ୍ଘ ଅଧିନ କୁ ଗଲା । ଏହି ଅବସରରେ ବିଧାୟକ ପ୍ରୀତିରଞ୍ଜନ ଘଡେଇ ଶ୍ରମିକ ମାନଙ୍କ ସ୍ୱାଗତ କରିଥିଲେ ।

Leave a comment