ଭୁବନେଶ୍ୱରରୁ ଭଦ୍ରକ ଆସୁଥିବା ବେଳେ ବିଧାୟକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ) : ଦୁର୍ଘଟଣାଗ୍ରସ୍ତ ହେଲା ଭଦ୍ରକ ବିଧାୟକଙ୍କ ଗାଡି । ତେବେ ଦୁର୍ଘଟଣାରେ ବିଧାୟକ ସଞ୍ଜୀବ ମଲ୍ଲିକ ସୁରକ୍ଷିତ ଥିବା ସୂଚନା । ଭୁବନେଶ୍ୱରରୁ ଭଦ୍ରକ ଆସିବା ବେଳେ ଦୁର୍ଘଟଣା ହୋଇଥିବା ସୂଚନା । ଜାରକା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା ।
ଗାଡି ସମ୍ପୂର୍ଣ କ୍ଷତିଗ୍ରସ୍ଥ ହୋଇଥିବା ବେଳେ ନିକଟସ୍ଥ ମେଡିକାଲରେ ସଞ୍ଜୀବ ମଲ୍ଲିକଙ୍କୁ ଫାଷ୍ଟ ଏଡ଼ ଦିଆଯାଇଥିବା ସୂଚନା । ତେବେ ହସ୍ପିଟାଲରେ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ ତାଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।

Leave a comment