କ୍ଷୀରରେ ହଳଦୀ ମିଶାଇ ପିଇବାର ଫାଇଦା ଆପଣଙ୍କୁ ୧ କୋଟି ଟଙ୍କା ଖର୍ଚ୍ଚ କଲେ ବି ମିଳିବନି
ସାଧାରଣତ ଆମ୍ଭେ ଶୁଣିଥାଉ ଯେ ଯଦି ଆପଣଙ୍କର କୌଣସି ଜାଗାରେ ଆଘାତ ହୋଇଅଛି ତେବେ ହଳଦୀ କ୍ଷୀର ସେବନ କରିବା କଥା । ଏହା ଆପଣଙ୍କର ମଧୁମେୟ କୁ ଠିକ କରିଥାଏ । ଅର୍ଥାତ ଏହା ଆପଣଙ୍କ ଡାଇବେଟିକ୍ସ କୁ ସଂପୂର୍ଣ୍ଣ ଭାବରେ ସଠିକ କରିବାରେ ସାହାର୍ଯ୍ୟ କରିଥାଏ । ଏହା ଆପଣଙ୍କ ଓଜନ ମଧ୍ୟ କମାଇବାରେ ସାହାର୍ଯ୍ୟ କରିଥାଏ । ଯଦି ଆପଣ ମୋଟା ଅଛନ୍ତି ତେବେ ହଳଦୀ କ୍ଷୀର ସେବନ କରନ୍ତୁ ଆପଣ ପତଳା ହୋଇଯିବେ । ଆଜି ଆମ୍ଭେ ହଳଦୀ କ୍ଷୀର ସମ୍ବନ୍ଧରେ ଏଭଳି କିଛି ବିଶେଷ କଥା କହିବାକୁ ଯାଉଅଛୁ ଯେ ଆପଣ ତାହା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ । ଯଦି ଡାଇବେଟିକ୍ସ, ଚେହେରାରେ ବ୍ରଣ ହେବା, ଆପଣଙ୍କ କେଶ ଝଡିବା, ଏହି ସମସ୍ତ ବିମାରୀ ପ୍ରଥମେ ବାହାର କରାଯାଇଥାଏ । ଏହାପରେ ଆମ୍ଭେ ଡାକ୍ତର ଙ୍କ ପାଖକୁ ଯାଇ ଏହି ସମସ୍ତ ସମସ୍ୟା ତଥା ରୋଗ ସମ୍ବନ୍ଧରେ କହି ମେଡ଼ିସିନ ନେଇ ପଇସା ଖର୍ଚ୍ଚ କରିଥାଉ । ଆସନ୍ତୁ ଜାଣିବା ହଳଦୀ କ୍ଷୀର ଆମ୍ଭକୁ କିଭଳି ଭାବରେ ଫାଇଦା କରିଥାଏ ? ଆପଣ ଅମ୍ବା ହଳଦୀ ଆଣନ୍ତୁ । ଏହାପରେ ଏହାର ଅଧାଚମଚ ଠାରୁ କମ ନେଇ ଆପଣ କ୍ଷୀରରେ ମିଶାଇ ଏହାକୁ ୧୦ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଫୁଟାନ୍ତୁ । ଏହାପରେ ଆପଣ ଏହାକୁ ରାତିରେ ଶୋଇବା ପୂର୍ବ ରୁ ଏକ ଗ୍ଳାସ ହଳଦୀ କ୍ଷୀର କୁ ସେବନ କରନ୍ତୁ ।
ଆୟୁର୍ବେଦ ଅନୁଯାୟୀ ରାତିରେ ଆପଣଙ୍କୁ କ୍ଷୀର ସେବନ କରିବା ଉଚିତ । ଆପଣ ଏହି ହଳଦୀ କ୍ଷୀର କୁ ରାତିରେ ଶୋଇବା ପୂର୍ବ ରୁ ସେବନ କରିଲେ ଏହା ଆପଣଙ୍କର ନାନା ପ୍ରକାରର ବିମାରୀ କୁ ଠିକ କରିବ । ହଳଦୀ କ୍ଷୀର ସେବନ କରିବା ଦ୍ଵାରା ଆପଣଙ୍କର ମଧୁମେୟ ରୋଗ ସଂପୂର୍ଣ୍ଣ ରୂପେ ଦୂରେଇ ଯିବ । ଆଜିଭଳି ଦିନରେ ଏହା ଏକ ମାରାତ୍ମକ ରୋଗ ପାଲଟି ସାରିଛି ମାତ୍ର ଯଦି ଆପଣ ଡାଇବେଟିକ୍ସ ର ଔଷଧ ନୀତିଦିନ ସେବନ କରିବେ ତେବେ ଏହା ଆପଣଙ୍କ ଲିଭର ତଥା କିଡ୍ନି କୁ ଖରାପ କରିପାରେ । ଏଥି ନିମନ୍ତେ ମଧୁମେୟ ର ଔଷଧ ନ ନେଇ ମଧୁମେୟ କୁ ଆପଣଙ୍କ ଶରୀରରୁ ସଂପୂର୍ଣ୍ଣ ଭାବରେ କାଢିବାକୁ ଚେଷ୍ଟା କରନ୍ତୁ । ଏଥି ନିମନ୍ତେ ଆପଣ ମାନଙ୍କୁ ହଳଦୀ କ୍ଷୀର ସେବନ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ । ହଳଦୀ କ୍ଷୀର ସେବନ କରିବା ଦ୍ଵାରା ଆପଣଙ୍କ ଶରୀରରେ ଅଧିକ ପରିମାଣରେ ଇନସୁଲିନ ବନିବାକୁ ଲାଗିବ । ଡାଇବେଟିକ୍ସ ମଧ୍ୟ କଣ୍ଟ୍ରୋଲ ରେ ଆସିବାକୁ ଲାଗିବ । ଏବଂ ୨ ରୁ ୩ ଦିନ ମଧ୍ୟରେ ଆପଣଙ୍କ ଔଷଧ ର ଅଭ୍ୟାସ ମଧ୍ୟ ଦୂର ହୋଇଯିବ । ଯଦି ଆପଣ ନିଜ ରଙ୍ଗ କୁ ଗୋରା କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ନିମନ୍ତେ ଏହି ହଳଦୀ କ୍ଷୀର ଅତ୍ୟନ୍ତ ଆବଶ୍ୟକ ।