ଶେଷ ହେଲା ମାଟ୍ରିକ ଅଫଲାଇନ୍ ପରୀକ୍ଷା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶେଷ ହେଲା ମାଟ୍ରିକ ଅଫଲାଇନ୍ ପରୀକ୍ଷା। ୧୧ ତାରିଖରୁ ଆରମ୍ଭ ହେବ ଅଫଲାଇନ୍ ମୂଲ୍ୟାୟନ। ୩ ଦିନ ମଧ୍ୟରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ ହେବ। ୭ଟି ଜିଲ୍ଲାର ୯ଟି ମୂଲ୍ୟାୟନ କେନ୍ଦ୍ରରେ କୋଭିଡ୍ ଗାଇଡ୍ ଲାଇନ୍ ମଧ୍ୟରେ ଖାତା ଦେଖା ହେବ। ୧୦ ତାରିଖ ୧୧ଟା ବେଳେ ମୂଲ୍ୟାନ କେନ୍ଦ୍ରରେ ରିପୋର୍ଟ କରିବେ ଶିକ୍ଷକ, ଶିକ୍ଷୟିତ୍ରି। ୧୫୦୦ ଶିକ୍ଷୟ ଓ ଶିକ୍ଷୟିତ୍ରୀ ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ ହେବେ। ଅଗଷ୍ଟ ମାସ ଶେଷ ସୁଦ୍ଧା ଫଳ ପ୍ରକାଶ ପାଇଁ ଚେଷ୍ଟା କରିବୁ ବୋଲି କହିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା।