ମଶା ଯୋଗୁ ଏହି ମାରାତ୍ମକ ରୋଗ ହୋଇଥାଏ

0

ମଶା କାମୁଡିବା ଦ୍ୱାରା ଆପଣ ଙ୍କୁ ଅନେକ ପ୍ରକାର ର ରୋଗ ହେଇଥାଏ ଏବଂ ଏହା ଆପଣ ଙ୍କ ପାଁଇ ବିଶେଷ ହାନିକାରକ ମଧ୍ୟ ହେଇଥାଏ | ମଶା ଙ୍କ ଦ୍ୱାରା ଡେଙ୍ଗୁ , ଚିକେନଗୁନିଆ , ମେଲେରିୟା ପରି ଅନେକ ରୋଗ ହେଇଥାଏ | ଏହି ରୋଗ ଦ୍ୱାରା ଅନେକ ଲୋକ ଙ୍କ ର ମୃତ୍ୟୁ ମଧ୍ୟ ହେବାରେ ଲାଗିଛି | ତେଣୁ ଆଜି ଆମେ ଏପରି କିଛି ଉପାୟ ବିଷୟ ରେ କହିବା କୁ ଯାଉଛେ ଯାହା ଦ୍ୱାରା ମଶା କିଛି ବି ଘରେ ରହିବେ ନାହିଁ |ବଜାର ରେ ମଶା ମାରିବା ର ଅନେକ ଔଷଧ ମିଳିଥାଏ | ଏହି ଔଷଧ ଆଦି ଦ୍ୱାରା କିଛି ସମୟ ପାଁଇ ମଶା ଦୁରେଇ ଯାଇଥାନ୍ତି | ତେବେ ଏହି ମଶା ଙ୍କ ର ବିଷାକ୍ତ ଧୁଆ ଆପଣ ଙ୍କ ଶରୀର ପାଁଇ ବିଶେଷ ରୂପେ ହାନିକାରକ ହେଇଥାଏ | କିନ୍ତୁ ଆଜି ଆମେ ଆପଣ ଙ୍କୁ କିଛି ଏପରି ଘରୋଇ ଉପଚାର ବିଷୟ ରେ କହିବା କୁ ଯାଉଛୁ ଯାହା ଦ୍ୱାରା ମଶା ସମ୍ପୂର୍ଣ ରୂପେ ଘରୁ ଚାଲିଯିବେ | ଏହା କୌଣସି କେମିକାଲ ପ୍ରଡକ୍ଟ ମଧ୍ୟ ନୁହେଁ |

ମଶା ଙ୍କ କାରଣ ରୁ ହେଉଥିବା ରୋଗ
ମେଲେରିୟା: ମେଲେରିୟା ରୋଗ ଏହି ମଶା ଙ୍କ କାରଣ ରୁ ହିଁ ବ୍ୟାପିଥାଏ | ଯାହା କି ମନୁଷ୍ୟ ଙ୍କ ପାଁଇ ବହୁତ ଘାତକ ପ୍ରମାଣିତ ହେଇଥାଏ | ଏହି ମେଲେରିୟା ରୋଗ ହେଲେ ଜ୍ୱର ଆସିବା ସହ ଗରମ ଲାଗିଥାଏ | ବାନ୍ତି ମଧ୍ୟ ଲାଗିଥାଏ | ଏହି ମେଲେରିୟା ରୋଗ ରେ ବାନ୍ତି ପରି ସମସ୍ୟା ମଧ୍ୟ ଦେଖିବା କୁ ମିଳିଥାଏ |

ଡେଙ୍ଗୁ: ଡେଙ୍ଗୁ ଏକ ପ୍ରକାର ର ଭାଇରସ ଅଟେ | ଏହି ଡେଙ୍ଗୁ ରୋଗ ଏଡିସ ମଶା ଙ୍କ କାରଣ ରୁ ହିଁ ହେଇଥାଏ | ଡେଙ୍ଗୁ ରୋଗ ହେଲେ ମଧ୍ୟ ଜ୍ୱର ଆସିବା ସହ ଗରମ ଲାଗିଥାଏ | ବାନ୍ତି ମଧ୍ୟ ଲାଗିଥାଏ | ଏହି ମେଲେରିୟା ରୋଗ ରେ ବାନ୍ତି ପରି ସମସ୍ୟା ମଧ୍ୟ ଦେଖିବା କୁ ମିଳିଥାଏ |

ଚିକେନଗୁନିୟା: ଚିକେନଗୁନିୟା ଏକ ପ୍ରକାର ର ଭାଇରଲ ଜ୍ୱର ଅଟେ | ଏହା କେବେ କେବେ ମହାମାରୀ ରୂପ ମଧ୍ୟ ଧାରଣ କରିଥାଏ | ଏହି ଚିକେନଗୁନିୟା ମଧ୍ୟ ଏଡିଜ ମଶା କାମୁଡିବା କାରଣ ରୁ ହେଇଥାଏ | ଏହି ମଶା ଦିନ ରେ ହିଁ ଅଧିକ ଦେଖିବା କୁ ମିଳିଥାନ୍ତି |

Leave a comment