କେଉଁ ସ୍ତ୍ରୀ ପାଇଁ ସ୍ଵାମୀ ହୁଏ ଧନବାନ,ଜଣାନ୍ତୁ

0

ବନ୍ଧୁଗଣ ନାରୀ ମାନଙ୍କୁ ଶାସ୍ତ୍ର ମାନଙ୍କରେ ବହୁତ ମହତ୍ଵ ଦିଆଯାଇଛି । ବଡ ବଡ ରଥି ମହାରଥି ମଧ୍ୟ ନାରି ମାନଙ୍କ ନତମସ୍ତକ ହୋଇଛନ୍ତି । ଏଣୁ କଥାରେ ଏହା ମଧ୍ୟ କୁହାଯାଇଛି ଯେ, ନାରୀ ନୁହେଁ ତୁ ନାରାୟଣୀ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ନାରୀ ମାନଙ୍କ ସ୍ଵୋଭାବ ସମ୍ବନ୍ଧରେ କିଛି ବିଶେଷ କଥା ଜଣେଇବାକୁ ଯାଉଛୁ ।

୧- ବନ୍ଧୁଗଣ ଯେଉଁ ମହିଳା ମାନଙ୍କ କଣ୍ଠ କୋମଳ ଏବଂ କଥାବାର୍ତ୍ତା ରେ ଧୀର ଭାବ ରହିଥାଏ ସେମାନେ ଅତ୍ୟଧିକ ଭାଗ୍ୟଶାଳୀ ହୋଇଥାନ୍ତି ।

୨- ଯେଉଁ ମହିଳା ମାନେ, ଆସ୍ତିକ, କ୍ଷ୍ୟମାଶୀଳ, ଦାନଶୀଳ, ବୁଦ୍ଧିମାନ, ଏବଂ କର୍ତ୍ତବ୍ୟପରାୟଣ ହୋଇଥାନ୍ତି, ସେମାନେ ସାକ୍ଷାତ ମା ଲକ୍ଷ୍ମୀଙ୍କ ରୂପସ୍ଵୋରୂପ ହୋଇଥାନ୍ତି ।

୩- ଯେଉଁ ମହିଳା ମାନେ ଘରକୁ ଆସିଥିବା ଅତିଥିଙ୍କୁ ଆଦର ପୂର୍ବକ ସତ୍କାର କରିଥାନ୍ତି ତଥା ସନ୍ନମାନ କରିଥାନ୍ତି, ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।

୪- ଯେଉଁ ମହିଳା ମାନେ ସକାଳେ ଏବଂ ସନ୍ଧ୍ୟାରେ ଗୃହରେ ଦେବୀ ଦେବତାଙ୍କୁ ସ୍ଵୋଛ ମନରେ ପୂଜାର୍ଚ୍ଚନା କରିଥାନ୍ତି, ସେମାନେ ଭାଗ୍ୟବତୀ ହୋଇଥାନ୍ତି ।

୫- ଯେଉଁ ମହିଳା ମାନଙ୍କର ଗାଲ ଗୋଲ, ସୁନ୍ଦର, ଏବଂ ଶିର ଦେଖାଯାଇନଥାଏ ସେମାନେ ଦୟିବୀ ଗୁଣ ଯୁକ୍ତ ମହିଳା ଅଟନ୍ତି ।

୬- ଯେଉଁ ମହିଳା ମାନଙ୍କ ଓଠ ଦୁଇ ଆଙ୍ଗୁଳି, ସୁନ୍ଦର ଏବଂ ମାଂସାଳ ହୋଇଥାଏ, ସେମାନେ ସୌଭାଗ୍ୟଶାଳୀ ମହିଳା ହୋଇଥାନ୍ତି ।

୭- ଯେଉଁ ମହିଳା ମାନଙ୍କ ବେକ ଚାରିଆଙ୍ଗୁଳି ବିଶିଷ୍ଠ ସୁନ୍ଦର ଏବଂ ସୁଢଳ ରହିଥାଏ, ସେହି ମହିଳା ମାନେ ଉତ୍ତମ ଲକ୍ଷଣ ଯୁକ୍ତ ମହିଳା ଅଟନ୍ତି ।

୮- ଯେଉଁ ମହିଳା ମାନଙ୍କର ନାକର ଅଗ୍ରଭାଗ ଅଳ୍ପ ଲମ୍ବାଥାଏ, ସେମାନଙ୍କୁ ବହୁତ ସୁଖ ଏବଂ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।

୯- ବନ୍ଧୁଗଣ ଶରୀର ବିଜ୍ଞାନ ଅନୁସାରେ ଯେଉଁ ମହିଳାଙ୍କ ମୁହଁ ଟିକେ ଛୋଟ ହୋଇଥାଏ, ସେମାନେ ପୁରୁଷଙ୍କ ପାଇଁ ବହୁତ ମଙ୍ଗଳକାରୀ ହୋଇଥାନ୍ତି ।

୧୦- ଯେଉଁ ମହିଳା ମାନଙ୍କର ଦାନ୍ତ, ଉପର ଭାଗ ୧୬ ଟି ଏବଂ ତଳ ଭାଗ ୧୬ ଟି କ୍ଷୀର ପରି ସଫା ଥାଏ, ସେ ସ୍ବାମୀର ପ୍ରିୟ ହୋଇଥାନ୍ତି ।

Leave a comment