ତୁଳସୀ ପରି ପବିତ୍ର ହୋଇଥାନ୍ତି ଏହି ରାଶିର ଝିଅମାନେ
ଆଜିକାଲିର ଦୁନିଆରେ ଝିଅମାନଙ୍କୁ ବୁଝିବା ବହୁତ ମୁସ୍କିଲ ହୋଇଥାଏ । ଏମିତି କିଛି ଝିଅମାନେ ଅଛନ୍ତୁ ଯେଉଁମାନେ ସିଧାସାଧା ଓ ସ୍ୱଭାବରେ ଶାନ୍ତ ସରଳ ହୋଇଥାନ୍ତି । ଆପଣମାନେ ଜାଣିଥିବେ ଯେ ଆଜିକାଲିର ଦୁନିଆରେ ପୁଅ ମାନଙ୍କ ଦିମାଗ ଠାରୁ ଝିଅମାନଙ୍କ ଦିମାଗ ବହୁତ ତେଜ ରହୁଛି ।ସିଧା ଅର୍ଥରେ କହିବାକୁ ଗଲେ ଆଜିକାଲିକା ଦୁନିଆରେ ସିଧାସାଧା ଓ ଶାନ୍ତ ସରଳର ଝିଅ ଦେଖିବାକୁ ବହୁତ କମ ମିଳୁଛନ୍ତି । ତ ଆଜି ଆମେ ଆପଣମାନଙ୍କୁ ତିନୋଟି ରାଶିର ଝିଅମାନଙ୍କ ବିଷୟରେ କହିବୁ ଯିଏକି ସ୍ୱଭାବରେ ସିଧାସାଧା ଓ ଶାନ୍ତ ହୋଇଥାନ୍ତି । ଏହି ଝିଅ ମାନେ ଯେଉଁ ସ୍ଥାନରେ ପାଦ ଦିଅନ୍ତି ସେଠାରେ ଧନର ବର୍ଷା ହେବାକୁ ଲାଗିଥାଏ । ତେବେ ଚାଲନ୍ତୁ ଜାଣିବା ତିନୋଟି ସେହି ଖାଅସ୍ ରାଶିମାନଙ୍କ ବିଷୟରେ ।
ପ୍ରଥମ ରାଶିଟି ହେଉଛି ସିଂହ ରାଶି । ଶାସ୍ତ୍ରରେ କୁହାଯାଇଛି ଏହି ରାଶିର ଝିଅମାନେ ସ୍ୱଭାବରେ ବହୁତ ଭଲ ହୋଇଥାନ୍ତି ଓ ଏମାନେ ଦେଖିବାକୁ ବହୁତ ସରଳ ଏବଂ ବହୁତ ସୁନ୍ଦର ମଧ୍ୟ ହୋଇଥାନ୍ତି । ଏହିରାଶିର ଝିଅମାନେ କେବେ କାହାର ଖରାପ ଚିନ୍ତା କରିନଥାନ୍ତି ଓ କୁହାଯାଇଛି କି ଏହି ଝିଅମାନେ ଯାହାକୁ ପ୍ରେମ କରନ୍ତି ତାପାଇଁ କିଛି ମଧ୍ୟ କରିପାରନ୍ତି ।
ଦ୍ୱିତୀୟ ରାଶିଟି ହେଉଛି କୁମ୍ଭ ରାଶି । ସ୍ୱଭାବରେ ଦେଖିବାକୁ ଗଲେ ଏହି ରାଶିର ଝିଅମାନେ ଅନ୍ୟମାନଙ୍କ ଠାରୁ ଟିକେ ଭିନ୍ନ ହୋଇଥାନ୍ତି । ଅନ୍ୟର ସାହାର୍ଯ୍ୟ କରିବାକୁ ଏହିପରି ଝିଅମାନେ କେବେହେଲେ ପଛାନ୍ତି ନାହିଁ । ହଁ ଆଜ୍ଞା ଏହାପରି ଝିଅମାନେ ଦେଖିବାକୁ ସୁନ୍ଦର ଓ ବୁଝିବା ସୁଝିବାର ହୋଇଥାନ୍ତି ଓ ଏମାନେ ପ୍ରେମ ସମ୍ପର୍କରେ ବହୁତ ସଚୋଟ ମଧ୍ୟ ହୋଇଥାନ୍ତି । ଓ ଏମାନଙ୍କ ଉପରେ ସମସ୍ତେ ଆକର୍ଷିତ ମଧ୍ୟ ହୋଇଥାନ୍ତି । ଓ ଏମାନଙ୍କର ବିବାହ ଦେଖିବାକୁ ଗଲେ ପ୍ରାୟତଃ ଲଭ ମ୍ୟାରେଜ ହୋଇଥାଏ ।
ତୃତୀୟ ରାଶିଟି ହେଉଛି ମୀନ ରାଶି । ମିନରାଶିର ଝିଅମାନେ ବୁଝିବା ସୁଝିବାର ସହ ସ୍ୱଭାବରେ ବହୁତ ଶାନ୍ତ ହୋଇଥାନ୍ତି ଯାହାଫଳରେ ଏମାନଙ୍କୁ ସମସ୍ତେ ପସନ୍ଦ କରିଥାନ୍ତି । ଏମାନେ କୌଣସି ବି କାମକୁ ଶାନ୍ତ ମନରେ ଓ ଭାବିଚିନ୍ତି କରିଥାନ୍ତି । ଏହିରାଶିର ଝିଅମାନେ ବଡ ଲୋକଙ୍କ କଥାକୁ ଆଦେଶ ରୂପରେ ପାଳନ କରିବା ସହ କାର୍ଯ୍ୟରେ ମଧ୍ୟ ଲଗାଇଥାନ୍ତି । ଦେଖିବାକୁ ଗଲେ ଏହିରାଶିର ଝିଅମାନେ ବହୁତ କୋମଳ ହୋଇଥାନ୍ତି । ଏମାନେ ଅନ୍ୟର ଦୁଃଖ ଦେଖିପାରନ୍ତି ନାହିଁ ଓ ସଙ୍ଗେ ସଙ୍ଗେ ସାହାର୍ଯ୍ୟର ହାତ ବଢାଇ ଦେଇଥାନ୍ତି ।