ଶ୍ରାବଣ ମାସ ସୋମବାର କରନ୍ତୁ ଏହିସବୁ ଦାନ; ଜୀବନରେ ଆସିବ ଏହିସବୁ ପରିବର୍ତ୍ତନ

ଶିବ ମହାପୁରଣାରେ ମନୁଷ୍ୟଙ୍କୁ ଏମିତି ୬ ଟି ଜିନିଷ ଅଛି ଯାହାକୁ ଦାନ କରିବା ଉଚିତ। ଏହା ଦ୍ବାରା ଆପଣଙ୍କ ଦୁର୍ଭାଗ୍ୟ ଟଳି ଯାଇଥାଏ। ଶ୍ରାବଣ ମାସରେ ଏହି ଜିନିଷର ଦାନ ନିଶ୍ଚୟ କରିବା ଉଚିତ। ଆପଣଙ୍କର ସମସ୍ତ ଖରାପ ହୋଇଯାଇଥିବା କାମ ଠିକ ହୋଇଯିବ। ଶ୍ରାବଣ ମାସରେ ଏହି ଜିନିଷର ଦାନ କରିଲେ ରୋଡ଼ପତି ବି ବନିଯିବେ କୋଟିପତି। ଦାନ କରିବା ଆବଶ୍ୟକ ଅଟେ।
ଦାନ ନକରିଲେ ଆପଣଙ୍କର ଭଲ ହେବ ନାହିଁ କି ଭୋକିଲା ପ୍ରାଣୀର ବି ଭଲ ହେବ ନାହିଁ। ଦାନ କରିବା ଜୀବନରେ ସେତିକି ଆବଶ୍ୟକ ଯେତିକି କାର୍ଯ୍ୟ କରୁଛନ୍ତି। ଶାସ୍ତ୍ର ଅନୁସାରେ ଜୀବନରେ ୨ ଥର ଗୁପ୍ତ ଦାନ କରିବା ଉଚିତ। ଏହା ଦ୍ବାରା ନର୍କକୁ ଯିବାକୁ ପଡିନଥାଏ। ଏହା ଆପଣଙ୍କ ପାଇଁ ବହୁତ ଶୁଭ ମାନାଯାଏ କିନ୍ତୁ ଏମିତି କିଛି ଜିନିଷ ଅଛି ଯାହାର ଦାନ କରିବା ଉଚିତ ନୁହେଁ। ଭଗବାନ ଶିବ କହୁଛନ୍ତି ଏମିତି ୬ ଟି ଜିନିଷ ଅଛି ଯାହାର ଦାନ କରିବା ଉଚିତ ନୁହେଁ। ଆସନ୍ତୁ ଜାଣିବା ଶିବ ପୁରାଣ ଅନୁସାରେ କେଉଁ ଜିନିଷର ଦାନ କରିବା ଉଚିତ ନୁହେଁ
ଲୁଣର ଦାନ: ସୋମବାର ଦିନ ଲୁଣର ଦାନ କରିଲେ ଜୀବନରେ ଦୁର୍ଭାଗ୍ୟ ଗରିବୀ ଏବଂ ସମସ୍ୟା ଆସିନଥାଏ। ଲୁଣ ଦାନ କରିଲେ ସମସ୍ତ ଦୁର୍ଭାଗ୍ୟ ଦୂର ହୋଇଥାଏ।
ଗୁଡ଼ର ଦାନ: ଏହାର ଦାନ କରିଲେ ଆପଣଙ୍କ ସମ୍ପର୍କ ମଧୁର ହୋଇଥାଏ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କ୍ଳେଶ ଦୂର ହୋଇଥାଏ। ସୋମବାର ଦିନ ଭଗବାନ ଶିବଙ୍କୁ ଗୁଡ଼ର ଦାନ ଅବଶ୍ୟ କରନ୍ତୁ। ଗୁଡ଼ ଏବଂ ରୋଟି ଗାଈକୁ ଖୁଆଇଲେ ବି ଆପଣଙ୍କ ସମ୍ପର୍କରେ ମଧୁରତା ଆସିଥାଏ। ମା ଲକ୍ଷ୍ମୀଙ୍କ ପ୍ରାପ୍ତି ହୋଇଥାଏ।
ରାଶି: ଶିବ ମହାପୁରାଣରେ ଉଲ୍ଲେଖ ଅଛି ରାଶିର ଦାନ କରିଲେ ବ୍ୟକ୍ତିର ଆତ୍ମବିଶ୍ବାସ ବିଚଳିତ ହେଉଥିଲେ ତାହା ଠିକ ହୋଇଯିବ। କେବେ କେବେ ଦେଖିଥିବେ ବ୍ୟକ୍ତି ବହୁତ ଜ୍ଞାନୀ ହେବା ପରେ ମଧ୍ୟ ତାର ଆତ୍ମବିଶ୍ବାସ ତାର ସାଥ ଦେଇନଥାଏ କେବେ କେବେ ପିଲାମାନେ ଭଲ ପାଠ ପଢିବା ସତେ ମଧ୍ୟ ଯେବେ ଇଣ୍ଟରଭ୍ୟୁରେ ଯାଇଥାନ୍ତି ତାଙ୍କର ଆତ୍ମବିଶ୍ବାସ ତାଙ୍କର ସାଥ ଦେଇନଥାଏ। ଜାଣିବା ପରେ ବି ସେଠାରୁ ସେମାନେ ଫେରି ଆସିଥାନ୍ତି ତ ଏପରି ସ୍ଥିତିରେ ସୋମବାର ଦିନ ରାଶିର ଦାନ କରନ୍ତୁ।
ଅନ୍ନର ଦାନ: ଏହାର ଦାନ କରିଲେ ମା ଲକ୍ଷ୍ମୀ କେବେବି ଆପଣଙ୍କ ଭଣ୍ଡାର ଖାଲି ରଖିନଥାନ୍ତି। ଧନ ସମ୍ପତ୍ତି ଭରି ରହିବ। ଗାଈକୁ ରୋଟି ସହିତ ଗୁଡ଼ ଖୁଆଇଲେ ଅନେକ ହଜାର ଗୁଣା ପୁଣ୍ୟ ପ୍ରାପ୍ତ ହୋଇଥାଏ।