ଦେଖନ୍ତୁ ବାତ୍ୟାରେ କିପରି ତାସପତା ପରି ଖସୁଛି ଟାୱାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାମୁଦ୍ରିକ ଝଡ଼ ଫନି ହେଲା ବାଟବଣା । ରଚିଲା ତାଣ୍ଡବ । କରିଲା ବ୍ୟାପକ କ୍ଷୟକ୍ଷତି । ଭୁବନେଶ୍ୱର, କଟକ ଓ ପୁରୀ କୁ କଲା ଛାରଖାର । ଗଛ ଓପାଡ଼ିଲା, ଘର ଛାତ ଉଡାଇନେଲା, ବିଦ୍ୟୁତ ଖୁଣ୍ଟ ଓପାଡ଼ିବା ସହ ତାସପତା ପରି ଉପୁଡି ଗଲା ମୋବାଇଲ ଟାୱାର ।

Leave a comment