ପବିତ୍ର ସୁନାବେଶର ସିଧାପ୍ରସାରଣ Live coverage

0

ସୁବର୍ଣ୍ଣ ହସ୍ତ, ପଦ ଏବଂ ବିଭିନ୍ନ ଅଳଙ୍କାର ରେ ସୁସଜ୍ଜିତ ହୋଇଛନ୍ତି ତିନି ଠାକୁର । ସମସ୍ତ ରୀତିନୀତି ସୁରୁଖୁରୁ ରେ ସମ୍ପନ୍ନ ହୋଇଛି । ସୁବର୍ଣ୍ଣ ଅଳଙ୍କାର ରେ ଝଟକୁଛନ୍ତି ତିନି ଠାକୁର । ସରକାର ଙ୍କ ଦ୍ଵାରା ସିଧାପ୍ରାସରଣ ର ବ୍ୟବସ୍ଥା କରାଯାଇଛି। ଯାହାଫଳରେ  ଭକ୍ତ ମାନେ ନିଜ ଘରେ ରହି ତିନି ଠାକୁରଙ୍କ ସୁନାବେଶର ଦର୍ଶନ କରିପାରିବେ ।

Leave a comment