ମମିତା ହତ୍ୟା ମାମଲାରେ ବର୍ଷିଲେ ଲେଖାଶ୍ରୀ ସାମନ୍ତସିଂହାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲାରେ ବର୍ଷିଲେ ଲେଖାଶ୍ରୀ ସାମନ୍ତସିଂହାର । ମନ୍ତ୍ରୀ ଦିବ୍ୟଶଙ୍କର କାହିଁକି ଲୁଚିଥିଲେ ଓ କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛନ୍ତି। ବାରିପଦାରେ କାହିଁକି ମଞ୍ଚରେ ବସିଲେ ନାହିଁ ଦିବ୍ୟଶଙ୍କର ? DIG କେଉଁ ଅଧିକାର ବଳରେ କହିଲେ ଯେ ମନ୍ତ୍ରୀଙ୍କ ଭୂମିକା ନାହିଁ। ତଦନ୍ତ ଆଧାରରେ କୋର୍ଟ ନିଷ୍ପତ୍ତି ନେବେ କିଏ ଦୋଷୀ ନୁହେଁ। ମନ୍ତ୍ରୀ ଇସ୍ତଫା ଦେଲେ ଯାଇ ତଦନ୍ତ ଠିକରେ ହୋଇପାରିବ। ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତଦନ୍ତ କରାଯାଇଛି, ତଥ୍ୟ ପ୍ରମାଣ ନଷ୍ଟ କରାଯାଇଛି । ଘଟଣା ଦିନ କେ.ଗାଁ ଥାନାରେ କାହିଁକି FIR ରଖାଗଲାନି ବୋଲି କହିଛନ୍ତି ଲେଖାଶ୍ରୀ।

Leave a comment