ଜୀବନରେ କେବେ ବି ଅଲଗା ହୁଅନ୍ତି ନାହିଁ ଏହି ୫ ଟି ନାମର ଯୋଡି
ବନ୍ଧୁଗଣ ଆପଣ ମାନେ ଜାଣିଥିବେ ନଚେତ ଶୁଣିଥିବେ କି ଯୋଡି ସବୁ ସ୍ୱର୍ଗ ରୁ ହିଁ ପ୍ରସ୍ତୁତ ହୋଇ ଆସିଥାଏ । ଭଗବାନ ଙ୍କ ଦ୍ଵାରା ହିଁ ଏହି ଯୋଡି ବନା ଯାଇଥାଏ ।ଭଗବାନ ଙ୍କ ଆଶୀର୍ବାଦ ଏଵଂ ପ୍ରସ୍ତୁତ ହୋଇ ଆସିଥିବା ଯୋଡି ଙ୍କ ଭିତରେ କେବେବି ଝଗଡା ହୁଏ ନାହିଁ କିମ୍ବା କୌଣସି କଥା କୁ ନେଇ ମତାନ୍ତର ମଧ୍ୟ ହୁଏ ନାହିଁ । ପରସ୍ପର ଙ୍କୁ ବହୁତ ଭଲ ପାଆନ୍ତି ଏବଂ ସମ୍ମାନ ମଧ୍ୟ କରିଥାନ୍ତି । ଏହି ଯୋଡି ଗୁଡିକ ମଧ୍ୟରେ କୌଣସି ପ୍ରକାର ର ଅଭିଯୋଗ ରୁହେ ନାହିଁ । ସେମାନେ ପରସ୍ପର ଙ୍କୁ ବହୁତ ଭଲ ପାଇବା ସହିତ ଜୀବନ ସାରା ସବୁ କଥା ରେ ପରସ୍ପର କୁ ସାଥ ମଧ୍ୟ ଦେଇଥାନ୍ତି । ଏହି ଯୋଡି ଜୀବନ ଯାକ ପରସ୍ପରକୁ ପ୍ରେମ କରିଥାନ୍ତି ତାଛଡା ସେମାନେ ପରସ୍ପର ର ସବୁ କାର୍ଯ୍ୟ ଏବଂ କଥା ରେ ସାହାଯ୍ୟ ମଧ୍ୟ କରିଥାନ୍ତି । ଏଭଳି ଯୋଡ଼ି କୋଟିଏ ରେ ଗୋଟିଏ ହୋଇଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ଭଳି ୫ଟି ନାମ ଥିବା ଯୋଡ଼ି ଙ୍କ ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧- ବନ୍ଧୁଗଣ ପ୍ରଥମ ନାମର ଯୋଡି ହେଉଛି ‘A ଏବଂ S’ ନାମର ଯୋଡି । ଏହି ନାମ ର ଯୋଡି ସର୍ଵଦା ନିଜ ଭିତରେ ବହୁତ ଗଭୀର ଭଲ ପାଇବା ମଧ୍ୟ ରହିଥାଏ । ଏମାନଙ୍କ ଭିତରେ କୌଣସି କଥାକୁ ନେଇ କିଛି ଝଗଡା କିମ୍ବା ମତାନ୍ତର ହୁଏ ନାହିଁ । ସେମାନେ ପରସ୍ପରକୁ ବହୁତ ସମ୍ମାନ ଦିଅନ୍ତି ଏବଂ ଆବଶ୍ୟକ ପଡ଼ିଲେ ସାହାଯ୍ୟ ମଧ୍ୟ କରିଥାନ୍ତି ।
୨- ବନ୍ଧୁଗଣ ଦ୍ଵିତୀୟ ରେ ହେଉଛି ‘P ଏବଂ R’ ନାମ ଥିବା ଯୋଡି । ଏମାନେ ପରସ୍ପରକୁ କେବେବି ଧୋକା ଦିଅନ୍ତି ନାହିଁ । ସେମାନେ କେବେବି ପରସ୍ପରକୁ ଦୁଃଖ ଦିଅନ୍ତି ନାହିଁ । ସେମାନେ ନିଜ ସମ୍ପର୍କ କୁ ବହୁତ ସଚ୍ଚୋଟତା ର ସହିତ ନିଭାଇ ଥାଆନ୍ତି ।
୩- ବନ୍ଧୁଗଣ ତୃତୀୟ ରେ ହେଉଛି ‘K ଏବଂ T’ ନାମ ଯୋଡି । ଏହି ଯୋଡି ପରସ୍ପରକୁ ସର୍ଵଦା ଖୁସି ରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି । ଏମାନେ କେବେବି ଝଗଡା କିମ୍ବା ରାଗ ଦ୍ଵେଷ କରନ୍ତି ନାହିଁ ପରସ୍ପରକୁ ପ୍ରେମ କରିଥାନ୍ତି । ସେମାନେ ସର୍ଵଦା ପରସ୍ପରଙ୍କ ସାଥ ଦେଇଥାନ୍ତି ଏବଂ ଯେ କୌଣସି ପରିସ୍ଥିତିରେ ମଧ୍ୟ ଅଲଗା ହୁଅନ୍ତି ନାହିଁ ।
୪- ବନ୍ଧୁଗଣ ଚତୁର୍ଥ ରେ ହେଉଛି ‘B ଏବଂ M’ ନାମ ଯୋଡି । ଏହି ଯୋଡି ଙ୍କ ଭିତରେ ବହୁତ ଗଭୀର ଭଲ ପାଇବା ରହିଥାଏ । ଏମାନେ କେବେବି ପରସ୍ପର କୁ ଅସମ୍ମାନ କରନ୍ତି ନାହିଁ ଏବଂ ଝଗଡା କରନ୍ତି ନାହିଁ । ପରସ୍ପରକୁ ବହୁତ ସମ୍ମାନ କରିଥାନ୍ତି ଏବଂ ଭଲ ମଧ୍ୟ ପାଇଥାନ୍ତି ।
୫. ବନ୍ଧୁଗଣ ପଞ୍ଚମ ରେ ହେଉଛି ‘H ଏବଂ J’ ନାମର ଯୋଡ଼ି । ଏହି ନାମର ଯୋଡ଼ି କୌଣସି ବି ସ୍ଥିତି ରେ ପରସ୍ପର ଠାରୁ ଅଲଗା ହୁଅନ୍ତି ନାହିଁ ଏବଂ ଇମାନଦାରୀ ରେ ନିଜ ସମ୍ପର୍କ କୁ ତୁଲାଇ ଥାଆନ୍ତି । ଏମାନଙ୍କ ସମ୍ପର୍କ ହିଁ ଏମାନଙ୍କ ପରିଚୟ ଅଟେ । କୁହାଯାଏ ଯେ ଏହି ନାମର ଯୋଡ଼ି ମଧ୍ୟରୁ ଯଦି କୌଣସି ଜଣେ କମଜୋର ହୋଇଯାଏ ତେବେ ଅନ୍ୟ ଜଣେ ତାକୁ ସମ୍ଭାଳି ନେଇଥାନ୍ତି ।